ଭାରତ

ବ୍ରାଇଡାଲ୍‌ ଡିଜାଇନରଙ୍କୁ ଭେଟିଲେ ରଣବୀର ଓ ଆଲିୟା

(ମୁମ୍ବାଇ) : ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଉଭୟ ଆସନ୍ତା ଏପ୍ରିଲ କିମ୍ବା ମେ’ରେ ବିବାହ ବନ୍ଧନରେ ବାନ୍ଧି ହେବେ ବୋଲି ସୂଚନା ମିଳିଛି ।

ଇତିମଧ୍ୟରେ, ଆଲିୟା ଏବଂ ରଣବୀରଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଉଭୟ ନିଜର ବିବାହ ପାଇଁ ସପିଂ ଆରମ୍ଭ କରିଦେଇଥିବା ଏହି ଫଟୋକୁ ଦେଖିବା ପରେ ଫ୍ୟାନମାନେ ଅନୁମାନ କରୁଛନ୍ତି । ଖ୍ୟାତନାମା ଶାଢ଼ୀ ତଥା ବ୍ରାଇଡାଲ୍‌ କଷ୍ଟ୍ୟୁମ୍‌ ଡିଜାଇନର ବୀଣା କନ୍ନନଙ୍କୁ ଉଭୟ ଭେଟିଛନ୍ତି । ବୀଣା ନିଜର ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି । ବିବାହ ପାଇଁ ଶାଢ଼ୀ ଏବଂ ବ୍ରାଇଡାଲ କଷ୍ଟ୍ୟୁମ ଅର୍ଡର ଦେବାକୁ ସେମାନେ ବୀଣା କନ୍ନନଙ୍କ ସହ ସାକ୍ଷାତ କରିଥିବା କୁହାଯାଉଛି ।

Related posts

 ଇସ୍ତଫା ଦେଲେ ନରେନ୍ଦ୍ର ସିଂ ତୋମାର

mahabharatanews

ମୋଦି ,ଶାହା ଏବଂ ଯୋଗୀଙ୍କୁ ରାକ୍ଷୀ ପଠାଇଲେ ସୀମା ହାଇଦର୍ 

mahabharatanews

ଡିପ୍‌ଫେକ୍‌ ମାମଲା :  ଆଇଟି ମନ୍ତ୍ରଣାଳୟ ଏକ ମାର୍ଗଦର୍ଶିକା ଜାରି

mahabharatanews