ଖେଳଦେଶ ବିଦେଶ

ମିନି ନିଲାମ ପାଇଁ ଅଣ୍ଟା ଭିଡିଲେଣି ସବୁ ଫ୍ରାଞ୍ଚାଇଜ୍

ଆଇପିଏଲ ୨୦୨୬ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ମିନି ନିଲାମ ପାଇଁ ଅଣ୍ଟା ଭିଡିଲେଣି ସବୁ ଫ୍ରାଞ୍ଚାଇଜ୍ । ଆଉ ନିଲାମ ପାଇଁ ଖେଳାଳିଙ୍କ ତାଲିକା ଚୂଡ଼ାନ୍ତ ହୋଇଛି । ଡିସେମ୍ବର ୧୬ ତାରିଖରେ ଆବୁଧାବିରେ ହେବାକୁ ଥିବା ନିଲାମରେ ମୋଟ ୩୫୦ ଜଣ ଖେଳାଳି ଭାଗ ନେବେ । ଏଥର ୧୩୯୦ ଜଣ ଖେଳାଳି ପଞ୍ଜୀକରଣ କରିଥିଲେ, ସେମାନଙ୍କ ମଧ୍ୟରୁ ୩୫୦ ଜଣଙ୍କୁ ସର୍ଟଲିଷ୍ଟ କରାଯାଇଛି । ଏଥିରେ ୨୪୦ ଜଣ ଭାରତୀୟ ଏବଂ ୧୧୦ ଜଣ ବିଦେଶୀ ଖେଳାଳି ଅଛନ୍ତି । ତାଲିକାରେ ୨୨୪ ଜଣ ଅନକ୍ୟାପ୍‌ଡ ଭାରତୀୟ ଏବଂ ୧୪ ଜଣ ଅନକ୍ୟାପ୍‌ଡ ବିଦେଶୀ ଖେଳାଳି ସାମିଲ ଅଛନ୍ତି, ଯାହା ଫଳରେ ଏଥର ଖେଳାଳି ପୁଲ୍ ଆହୁରି ମଜବୁତ ଦେଖାଯାଉଛି ।

IPL Auction 2026: Start Date and Time, All Players List with Base Price

Related posts

ବାଂଲାଦେଶ ହାଇକମିଶନରଙ୍କୁ ସମନ କଲା ଦିଲ୍ଲୀ

mahabharatanews

ରିୟାଲିଟି ଶୋ’ ଝଲକ ଦିଖଲା ଜା’ର ସିଜିନ-୧୦ରେ ନଜର ଆସିବେ ଦୂତୀ ଚାନ୍ଦ

mahabharatanews

ରାଘବ ଚଢାଙ୍କ ସମେତ ସାତ ଜଣ ବିଦ୍ରୋହୀ ସାଂସଦଙ୍କୁ ମିଳିଲା ଅନୁମୋଦନ

mahabharatanews