ଓଡିଶା

ଅଫ୍‌ଲାଇନ୍‌ରେ ହେବ ପରୀକ୍ଷା

(ଭୁବନେଶ୍ୱର) : ସମସ୍ତ ବୈଷୟିକ ଓ ଦକ୍ଷତା ବିକାଶ ଅନୁଷ୍ଠାନର ସବୁ ସେମିଷ୍ଟାର ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ । ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିପିୟୁଟି, ଭିସୁଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ଓ ସମସ୍ତ ଦକ୍ଷତା ବିକାଶ ଅନୁଷ୍ଠାନକୁ ଚିଠି ଲେଖାଯାଇଛି ।

ସୂଚନାନୁଯାୟୀ , ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଆଉ କୌଣସି କଟକଣା ଲାଗୁ କରିନାହାନ୍ତି। ତେଣୁ ଗୁଣାତ୍ମକ ଶିକ୍ଷା ପାଇଁ ସମସ୍ତ ସେମିଷ୍ଟାର ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Related posts

ସେକ୍ସ ରାକେଟର ମୁଖିଆ କରୋନା ପଜିଟିଭ

mahabharatanews

ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ରକ୍ତଦାନ ଶିବିର

mahabharatanews

ଓୟୁଏଟି ଭେଟେନ।ରୀ କଲେଜ ଛାତ୍ରଛାତ୍ରୀଙ୍କ ଅନଲାଇନ ପରୀକ୍ଷା ଦାବି

mahabharatanews