ମନୋରଞ୍ଜନ

ଆତ୍ମହତ୍ୟା କଲେ ମଲୟାଲମ ଅଭିନେତ୍ରୀ

(ମୁମ୍ବାଇ) : ଶୋଇବା ଘରୁ ମିଳିଲା ମଲୟାଲମ ଅଭିନେତ୍ରୀଙ୍କ ମୃତଦେହ। ମୃତକଙ୍କ ନାମ ରେଞ୍ଜୁସା ମେନନହୋଇଥିବା ବେଳେ ତାଙ୍କୁ ୩୫ବର୍ଷ ହୋଇଥିଲା । ତେବେ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ରେଞ୍ଜୁସା ନିଜ ଶୋଇବା ଘରେ ବେକରେ ରଶି ଲଗାଇ ଜୀବନ ହାରିଥିବା ସୂଚନା ମିଳିଛି ।

ସୂଚନାନୁଯାୟୀ ,  ରେଞ୍ଜୁସା ବିଭିନ୍ନ ଫିଲ୍ମ ଓ ଧାରାବାହିକରେ ସହ କଳାକାର ଭାବେ କାମ କରିଥିଲେ।  କିଛି ମାସ ହେଲା ରେଞ୍ଜୁସା ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ନିଜ ବାପା ଓ ମା’ଙ୍କ ସହ ରହୁଥିବା ରେଞ୍ଜୁସାଙ୍କ ପାଖରେ କାମର ଅଭାବ ଥିବାରୁ ସେ ମାନସିକ ଚାପ‌ରେ ରହୁଥିଲେ। ଏହା ତାଙ୍କ ଆତ୍ମହତ୍ୟାର କାରଣ ହୋଇପାରେ ବୋଲି ପୁଲିସ ସନ୍ଦେହ କରୁଛି।

Related posts

‘ଗଦର-୨’ ଦେଖିଲେ ନାହିଁ ଅମିଷାଙ୍କ ପରିବାର ଲୋକେ

mahabharatanews

ବିବାହ କରିବାକୁ ଯାଉଛନ୍ତି ଚର୍ଚ୍ଚିତ ଯୋଡି ତମନ୍ନା ଭାଟିଆ ଏବଂ ବିଜୟ ବର୍ମା

mahabharatanews

ପରଦାରେ ନଜର ଆସିବେ ବଲିଉଡ୍‌ର ଶ୍ରଦ୍ଧା କପୁର ଓ ରଣବୀର କପୁର

mahabharatanews