ଭାରତ

ଅମରନାଥ ଯାତ୍ରା : ଆଖି ବୁଜିଲେ ୨ ତୀର୍ଥଯାତ୍ରୀ

(ଅମରନାଥ) :  ଅମରନାଥ ଯାତ୍ରା ବେଳେ ଅଘଟଣ । ଦକ୍ଷିଣ କାଶ୍ମୀର ହିମାଚଳ ପ୍ରଦେଶରେ ଚଳିତ ବର୍ଷ ତୀର୍ଥଯାତ୍ରା ସମୟରେ ଶନିବାର ଦିନ ଦୁଇ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି । ଶନିବାର ଦିନ ମୃତ୍ୟୁବରଣ କରିଥିବା ଦୁଇ ଯାତ୍ରୀଙ୍କୁ ପରିଚୟ ମିଳିଛି ଉଭୟ ରାଜସ୍ଥାନର ବୋଲି ସୂଚନା ରହିଛି ।

 ସୂଚନାନୁସାରେ, ଶୁକ୍ରବାର ଦିନ ତୀର୍ଥଯାତ୍ରୀଙ୍କ ସଂଖ୍ୟା ତିନି ଲକ୍ଷ ଅତିକ୍ରମ କରିଥିଲା​​। ଏପର୍ଯ୍ୟନ୍ତ ୩,୦୭,୩୫୪  ତୀର୍ଥଯାତ୍ରୀ ଅମରନାଥ ଯାତ୍ରା କରିଛନ୍ତି, ଖରାପ ପାଗ ସତ୍ତ୍ୱେ ଶୁକ୍ରବାର ଦିନ ୧୩,୭୯୭  ତୀର୍ଥଯାତ୍ରୀ ଦର୍ଶନ କରିଥିଲେ। ଶ୍ରଦ୍ଧାଳୁମାନଙ୍କୁ ଯାତ୍ରା ସମୟରେ ବିଭିନ୍ନ ସେବା ଯୋଗାଇ ଦିଆଯାଏ । ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥାଏ ହେଲେ ଯାତ୍ରା ସମୟରେ ଉଚ୍ଚତାରେ କମ୍ ଅମ୍ଳଜାନ ଯୋଗୁଁ ଅନେକ ଲୋକ ମୃତ୍ୟୁ ବରଣ କରିଥାନ୍ତି ।

Related posts

‘ଭାରତ ବନ୍ଦ’: ନୋଏଡରେ ୧୪୪ ଧାରା ଲାଗୁ 

mahabharatanews

ପେଗାସସ୍ ମାମଲାରେ ଗଠନ ହେବ ବିଶେଷଜ୍ଞ କମିଟି

mahabharatanews

ଏକନାଥ ସିନେ୍ଧଙ୍କ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ

mahabharatanews