ଓଡିଶା

 ସୁଦାମ ମାର୍ଣ୍ଡିଙ୍କୁ ମିଳିଲା ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ 

(ଭୁବନେଶ୍ୱର) :  ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପଦରୁ ବରିଷ୍ଠ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ ଇସ୍ତଫା ଦେବା ପରେ ସେହି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ।

ସୂଚନାନୁଯାୟୀ,  ଆସନ୍ତାକାଲି ଅର୍ଥାତ ୨୨ ତାରିଖ ସକାଳ ୯.୩୦ରେ ହେବ ବାଚସ୍ପତି ନିର୍ବାଚନ । ଏହା ପୂର୍ବରୁ ୨୧ ତାରିଖରେ ବାଚସ୍ପତି ନିର୍ବାଚନ ନେଇ ଘୋଷଣା ହୋଇଥିଲା । କିନ୍ତୁ ପରେ ନୂଆଁଖାଇ ପାଇଁ ଗୋଟିଏ ଦିନ ଘୁଞ୍ଚାଯାଇଛି । ନୂଆ ନିଷ୍ପତି ଅନୁଯାୟୀ ୨୨ତାରିଖ ସକାଳ ୯ .୩୦  ମିନିଟରେ ବାଚସ୍ପତି ନିର୍ବାଚନ ହେବ । ଏହା ସହଗ ବାଚସ୍ପତି ଦୌଡ଼ରେ ବରିଷ୍ଠ ନେତା ପ୍ରଫୁଲ ସାମଲ, ଦେବୀ ମିଶ୍ର, ଅମର ଶତପଥୀ ଓ ନୃସିଂହ ସାହୁ ଥିଲେ ।

Related posts

ସାମ୍ବାଦିକ ସୁରକ୍ଷା ପାଇଁ ସତ୍ୟବାଦୀ ପ୍ରେସକ୍ଳବ ପକ୍ଷରୁ ଦାବି

mahabharatanews

କମିଶନରେଟ୍ ପୋଲିସରେ ଚର୍ଚ୍ଚାରେ ଥାନା ବାବୁଙ୍କ ପ୍ରେମ କାହାଣୀ

mahabharatanews

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ସୁବାଷ ଚନ୍ଦ୍ର ବୋଷ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି।

mahabharatanews