ଓଡିଶାଦୁର୍ଘଟଣା

ପଳାଶୁଣୀ ଛକରେ ପୁଣି ଦୁର୍ଘଟଣା, କାର୍ ଉପରେ ଚଢ଼ିଗଲା କାର୍

ପଳାଶୁଣୀ ଛକରେ ପୁଣି ଦୁର୍ଘଟଣା। କାର୍ ଉପରେ ଚଢ଼ିଗଲା କାର୍। ଅଳ୍ପକେ ବର୍ତିଲେ ଦୁଇ କାର୍ ଚାଳକ। କାର୍ ଉପରେ କାର୍ ଚଢିବାରୁ ଜଣେ ଚାଳକ ଆହତ। କଟକ ରୁ ଆସୁଥିବା ଦ୍ରୁତଗାମୀ ବ୍ରେଜା କାର୍ ଚଢ଼ିଗଲା ପଞ୍ଚ୍ କାର୍। ଦୁର୍ଘଟଣା ଯୋଗୁଁ ପାଖାପାଖି ଅଧଘଣ୍ଟା ଗାଡ଼ି ମଟର ଯିବା ଆସିବା ବ୍ୟାଘାତ ହୋଇଥିଲା। ଖବର ପାଇ ମଞ୍ଚେଶ୍ଵର ଥାନା ପୋଲିସ ପହଞ୍ଚି ଭିଡ଼ ନିୟନ୍ତ୍ରଣ କରିବା ସହ କ୍ରେନ୍ ସାହାଯ୍ୟରେ ଦୁଇଟି କାର୍ କୁ ରାସ୍ତାରୁ ହଟାଇ ଥିଲେ।

Related posts

ଆଗାମୀ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

mahabharatanews

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଜଣେ ନବମ ଶ୍ରେଣୀର ଛାତ୍ରୀ ସହ ପାଶବିକ ଅତ୍ୟାଚାର

mahabharatanews

ରାଜ୍ୟ କାର୍ଯ୍ୟରତ ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଆବେଦନ ଅବଧି ବୃଦ୍ଧି

mahabharatanews