ଓଡିଶାକଟକ ଚାନ୍ଦବାଲି ରାସ୍ତାରେ ସଡ଼କ ଦୁର୍ଘଟଣାmahabharatanewsJuly 15, 2026 by mahabharatanewsJuly 15, 2026022 କଟକ ଚାନ୍ଦବାଲି ରାସ୍ତା ସାଲେପୁର କୁଳିଆ ଛକ ନିକଟରେ 12 ଚକିଆ ଟ୍ରକ ସହ ବୋଲେରୋ ଗାଡି ମୁହାଁ ମୁହିଁ ଧକ୍କା। ସ୍ଥାନୀୟ ଲୋକେ ଓ ଦମକଳ ବାହିନୀର ସହଯୋଗରେ 7 ଗୁରୁତରଙ୍କୁ ମେଡିକାଲ...
ଓଡିଶାଗଛରେ ପିଟିଲା ମାରୁତି ଓମିନି ଦୁଇ ଜଣ ଗୁରୁତରmahabharatanewsJune 5, 2026 by mahabharatanewsJune 5, 2026024 ଗଛରେ ପିଟି ହୋଇ ମାରୁତି ଓମିନି ଦୁର୍ଘଟଣାଗ୍ରସ୍ତ। ଗାଡିରେ ଥିବା ଦୁଇ ଜଣ ଗୁରୁତର। ଗୁରୁତର ଦୁଇଜଣଙ୍କୁ ଗ୍ରାମବାସୀ ଉଦ୍ଧାରକରି ଆମ୍ବୁଲାନ୍ସ ସାହାର୍ଯ୍ୟରେ କଟକ ବଡ଼ ମେଡିକାଲକୁ ଚିକିତ୍ସାପାଇଁ ପଠାଇ ଦିଆଯାଇଥିବା ନେଇ ସୂଚନା...
ଓଡିଶାଗୋପାଳପୁର ଜଙ୍ଗସନ ଓଭରବ୍ରିଜ ଉପରେ ସଡ଼କ ଦୁର୍ଘଟଣାmahabharatanewsApril 13, 2026 by mahabharatanewsApril 13, 2026017 ଗୋପାଳପୁର ଜଙ୍ଗସନ ଓଭରବ୍ରିଜ ଉପରେ ସଡ଼କ ଦୁର୍ଘଟଣା ଜଣେ ମହିଳା ବର୍ତି ଦୁଇ ଜଣ ଆହତ l ଗୋପାଳପୁର ଜଙ୍ଗସନ ଓଭେର ବ୍ରିଜ ଉପରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି । ଯାହା କି...
ଓଡିଶାସିମେଣ୍ଟ ବୋଝେଇ ଟ୍ରକକୁ ପଛ ପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକmahabharatanewsApril 2, 2026 by mahabharatanewsApril 2, 2026036 କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ବାହାବଳପୁର ଛକ ନିକଟରେ ସିମେଣ୍ଟ ବୋଝେଇ ଟ୍ରକକୁ ପଛ ପଟୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ।ଘଟଣାରୁ ଜଣାଯାଏ ଗତକାଲି ବିଳମ୍ବିତ ରାତ୍ରିରେ କଟକରୁ କେନ୍ଦ୍ରାପଡା ଅଭିମୁଖେ ଦୁଇଟି ଯାକ...
ଓଡିଶାଦୁର୍ଘଟଣାରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣାmahabharatanewsMarch 13, 2026 by mahabharatanewsMarch 13, 2026042 ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା I ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ I ଭୁବନେଶ୍ବର ଆଇଗନିଆ ମୁଖ୍ୟରାସ୍ତାରେ ମହିଳାଙ୍କୁ ପିଟିଲା ଅଜଣା ଗାଡି I ଘଟଣାସ୍ଥଳରୁ ଦ୍ରୁତଗତିରେ ଫେରାର ହେଲା ଗାଡି ଚାଳକ I...
Accidentଓଡିଶାଦୁର୍ଘଟଣାଯୋଗାଯୋଗହିଞ୍ଜିଳିକାଟୁ ସହର ସିନେମା ହଲ ଛକ ନିକଟରେ ସଡ଼କରେ ଦୁର୍ଘଟଣା ରେ ଯୁବକ ଗୁରୁତର।mahabharatanewsFebruary 20, 2026 by mahabharatanewsFebruary 20, 2026038 ହିଞ୍ଜିଳିକାଟୁ ସହର ସିନେମା ହଲ ଛକ ନିକଟରେ ସଡ଼କ ରେ ଦୁର୍ଘଟଣା ରେ ଯୁବକ ଗୁରୁତର। ଆସ୍କା ରୁ ବ୍ରହ୍ମପୁର ଆଭିମୁଖେ ଯାଉଥିବା ବାଲି ବୋଝେଇ ହଇୱା ଧକ୍କା ରେ ଯୁବକ ଗୁରୁତର ହୋଇଥିବା...
ଓଡିଶାଦୁର୍ଘଟଣାପଳାଶୁଣୀ ଛକରେ ପୁଣି ଦୁର୍ଘଟଣା, କାର୍ ଉପରେ ଚଢ଼ିଗଲା କାର୍mahabharatanewsJanuary 19, 2026 by mahabharatanewsJanuary 19, 2026045 ପଳାଶୁଣୀ ଛକରେ ପୁଣି ଦୁର୍ଘଟଣା। କାର୍ ଉପରେ ଚଢ଼ିଗଲା କାର୍। ଅଳ୍ପକେ ବର୍ତିଲେ ଦୁଇ କାର୍ ଚାଳକ। କାର୍ ଉପରେ କାର୍ ଚଢିବାରୁ ଜଣେ ଚାଳକ ଆହତ। କଟକ ରୁ ଆସୁଥିବା ଦ୍ରୁତଗାମୀ ବ୍ରେଜା...
ଓଡିଶାଦୁର୍ଘଟଣାବାଇକ୍-ବୋଲେରୋ ମୁହାଁମୁହିଁ ଧକ୍କା, ଦୁଇ ଗୁରୁତରmahabharatanewsJanuary 14, 2026 by mahabharatanewsJanuary 14, 2026039 ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ଅନ୍ତର୍ଗତ ଦେଗାଲ ବୁଡୁଣି ଛକ ନିକଟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ୍ ଓ ବୋଲେର ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୬୫ ବର୍ଷ...
ଓଡିଶାଦୁର୍ଘଟଣା୧୬ ନମ୍ବର ଜାତୀୟ ରାଜପଥରେ ଦୁଇ ଦୁଇଟି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାmahabharatanewsJanuary 9, 2026 by mahabharatanewsJanuary 9, 2026039 ରାଜ୍ୟ ବ୍ୟାପୀ ଚାଲିଛି ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ । ସଡ଼କ ସୁରକ୍ଷାକୁ ନେଇ ଲୋକଙ୍କୁ କରାଯାଉଛି ସଚେତନ । ଏତେସବୁ ପରେ ମଧ୍ୟ ଲୋକଙ୍କ ମଧ୍ୟରେ ରହୁଛି ସଚେତନତାର ଘୋର ଅଭାବ। ଏହାର ଜଳନ୍ତ୍ଵ...
ଦୁର୍ଘଟଣାଦେଶ ବିଦେଶକୁହୁଡି ଯୋଗୁ ସିରିଜ ଦୁର୍ଘଟଣାmahabharatanewsDecember 15, 2025 by mahabharatanewsDecember 15, 2025049 ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱରେ କୁହୁଡ଼ି ପାଇଁ ପ୍ରାୟ ୨୦ଟି କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ପୋଲିସ ଅଧିକାରୀ ଅଛନ୍ତି ।...