ଓଡିଶା

ବାଣ ବିସ୍ଫୋଣ ଘଟଣା; ଚାଲିଗଲା ଆଉ ଏକ ଜୀବନ

(ପୁରୀ) : ପୁରୀ ବାଣ ବିସ୍ଫୋଣ ଘଟଣାରେ ଆଉ ଜଣଙ୍କ ମୃତ୍ୟୁ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ହୋଇଥିବା ଏସଆରସିଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ସେମାନଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଯୋଗାଇଦେବାକୁ ଏସଆରସି ପ୍ରେସରିଲିଜ ଜାରି କରି ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ , ଗତକାଲି ମୁଖ୍ୟମନ୍ତ୍ରୀ ହସ୍ପିଲରେ ଆହତଙ୍କୁ ଭେଟିବା ସହ ସହାୟତା ରାଶି ଘୋଷଣା କରିଥିଲେ । ଅନ୍ୟପଟେ ୨୬ ଜଣ ଆହତ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଜାତୀୟ ମାନବାଧିକାର କମିଶନରେ ମାମଲା ରୁଜୁ । ପ୍ରତ୍ୟେକ କ୍ଷତିଗ୍ରସ୍ତଙ୍କୁ ୩୦ ଲକ୍ଷ ଟଙ୍କାର ସହାୟତା ଓ ଅନ୍ୟାନ ସୁବିଧା ଯୋଗାଇଦେବାକୁ ଦାବି ହୋଇଛି ।

 

Related posts

ବିବାଦୀୟ ଅଡିଓ କ୍ଲିପ ମାମଲା: ଦୁଇ ବନ୍ଧୁଙ୍କୁ କୋର୍ଟ ଚାଲାଣ କରାଯିବ

mahabharatanews

ପାରାଦ୍ୱୀପ କର୍ମଜିବୀ ମହିଳା କକ୍ଷ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ସପ୍ତାହ 

mahabharatanews

BLA-2ଙ୍କ ଦାୟିତ୍ୱ ଓ ଭୋଟର ତାଲିକା ସଂଶୋଧନ ଉପରେ ଗୁରୁତ୍ୱ

mahabharatanews