ଓଡିଶା

କଂଗ୍ରେସର ନିଶା ନିବାରଣ ସଚେତନତା ରଥ ଆଜି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ରେ ପହଂଚିଲା

ସମ୍ବଲପୁର ଜିଲ୍ଲା ରେଙ୍ଗାଲିରେ ଆଜି କଂଗ୍ରେସ ର ନିଶା ନିବାରଣ ରଥ ପହଂଚି ଥିଲା। ଏହାର ଆଭିମୁଖ୍ୟ ହେଲା ମଦ ମୁକ୍ତ ଓଡିଶା । କାହିଁକିନା ବିଜେପି ସରକାର ଆସିବା ପରେ ସବୁ ଗାଁ ଗାଁ ରେ ମଦ ର ବନ୍ୟା ହୋଇଛି । ଏଥିପାଇଁ ଅନେକ ବଡ଼ ବଡ଼ ଘଟଣା,ଦୁର୍ଘଟଣା,ମାଡ଼ପିଟ ନାରୀ ନିଯ୍ୟାତନା ବଢ଼ିବାରେ ଲାଗିଛି ଏହାକୁ ବିରୋଧ କରି କଂଗ୍ରେସ ସଚେତନତା ବାର୍ତ୍ତା ପାଇଁ ଓଡିଶା ସାରା ଏହି ରଥକୁ ବୁଲାଉଛି ।

Related posts

ହିଞ୍ଜିଳି: ମହିଳାଙ୍କ ସଫଳତାର କାହାଣୀ

mahabharatanews

ଆଜି ବାମନ ବେଶରେ ଦର୍ଶନ ଦେବେ ମହାପ୍ରଭୁ

mahabharatanews

ସରକାରୀ ତହବିଲରୁ ଦରମା ପ୍ରାପ୍ତ ଅଧିକାରୀଙ୍କୁ ବିଜେଡି ପ୍ରଚାରରେ ଲଗାଉଛି

mahabharatanews