ମନୋରଞ୍ଜନ

  ଏସ୍‌ଡିଜେଏମ୍ କୋର୍ଟରେ ହାଜର ହେଲେ ଅନୁଭବ ଓ ବର୍ଷା

(କଟକ) : କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ଅର୍ଥାତ ବୁଧବାର ସ୍ଥାନୀୟ ଏସ୍‌ଡିଜେଏମ୍ କୋର୍ଟରେ ହାଜର ହୋଇଛନ୍ତି।  ବର୍ଷା ଅନୁଭବ ଘରୋଇ ହିଂସା ଅଭିଯୋଗ ନେଇ କୋର୍ଟରେ ବର୍ଷା ଅଭିଯୋଗ ଆଣିଥିଲେ। ଗତ ଥର ମଧ୍ୟସ୍ଥତା ସମୟରେ ଆଉ ଏକ ନୂଆ ପିଟିସନ ଦାୟର କରିଛନ୍ତି। ଆଜି ସେହି ଆବେଦନ ଉପରେ ଶୁଣାଣି ହୋଇପାରେ ।

ସୂଚନାନୁଯାୟୀ ,ଏହା ପୂର୍ବରୁ ସାଂସଦ ଅନୁଭବ ମହାନ୍ତି ବର୍ଷାଙ୍କ ଉଦ୍ଦେଶ୍ୟରେ ଆବେଗଭରା ଭିଡିଓ ସାମାଜିକ ଗଣମାଧ୍ୟମରେ ଅପଲୋଡ କରିଥିଲେ। ଏଥିରେ ସେ କହିଥିଲେ ଯେ, ଦୟାକରି ଡ୍ରାମା ବନ୍ଦ କରି ଛାଡ଼ପତ୍ର ସ୍ୱୀକାର କରନ୍ତୁ।  ‘ବାପା ଶୋଇପାରୁ ନ ଥିବାରୁ ମୋ ମା ବି ଶୋଇପାରୁ ନାହାନ୍ତି।  ଯୋଉଟା ପରିବାର ଅଦାଲତରେ ସବୁ ପ୍ରମାଣ ଦେଲା ପରେ ବି ଦୁର୍ଭାଗ୍ୟବଶତଃ ଗୋଟିଏ ଐତିହାସିକ ଜଜ୍‌ମେଣ୍ଟ ଆସିଲା।

Related posts

ଗାୟକ ଜୁବିନ ଗର୍ଗଙ୍କୁ ଷଡଯନ୍ତ୍ର କରି ହତ୍ୟା କରାଯାଇଥିଲା : ହିମନ୍ତ ବିଶ୍ୱଶର୍ମା

mahabharatanews

ଅଫେରା ରାଇଜରେ ରାଜେଶ୍ୱରୀ

mahabharatanews

ଚର୍ଚାରେ ପରିଣୀତି ଏବଂ ରାଘବଙ୍କ ବିବାହ କାର୍ଡ

mahabharatanews