ମନୋରଞ୍ଜନ

ଭାଇରଲ ହେଲା ଅନୁଷ୍କାଙ୍କ ବେବି-ବମ୍ପ୍‌

(ମୁମ୍ବାଇ) :  ଦ୍ବିତୀୟ ଥର ମା ବନିବାକୁ ଯାଉଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା । ହେଲେ ଏବେ ଅନୁଷ୍କାଙ୍କ ଏକ ଭିଡ଼ିଓରେ ସେ  ଗର୍ଭବତୀ ଅଛନ୍ତି ବୋଲି ସ୍ପଷ୍ଟ ବାରିହୋଇପଡୁଛି । ଭାଇରାଲ୍‌ ଭୟାନୀ ପୋ‌‌ଷ୍ଟ୍‌ କରିଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଅନୁଷ୍କା ବେଙ୍ଗାଲୁରରେ ସ୍ବାମୀ ବିରାଟଙ୍କ ହାତ ଧରି ଆଉଟିଂରେ ଯାଉଛନ୍ତି। ସେଥିରେ ସେ ନିଜ ବେବି-ବମ୍ପ୍‌କୁ ପ୍ରଦର୍ଶନ କରିଛନ୍ତି। ଏହି ଭିଡିଓ ଭାଇରାଲ୍‌ ହେବା ପରେ ସୋସିଆଲ୍‌ ମିଡିଆରେ ପୁଣି ଥରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।  ଅନୁଷ୍କା ପୁନର୍ବାର ମାଆ ବନିବାକୁ ଯାଉଛନ୍ତି। ବିରୁଷ୍କାଙ୍କ ଘରେ ପୁଣି ଏକ କୁନି ପିଲାର ଆଗମନ ହେବାକୁ ଯାଉଛି ବୋଲି ପ୍ରକାଶ ପାଇଛି। ଅଭିନେତ୍ରୀ ଦ୍ବିତୀୟ ଥର ମାଆ ବନିବାକୁ ଯାଉଥିବା ବେଳେ ପତି-ପତ୍ନୀ ପୂରା ପ୍ରସ୍ତୁତି ଆରମ୍ଭ କରିଛନ୍ତି।

Related posts

୮ ତାରିଖକୁ ଘୁଞ୍ଚିଲା ଟୁଟୁ ନାୟକଙ୍କ ଜାମିନ ଶୁଣାଣି

mahabharatanews

ଜୁନରେ ହାତକୁ ଦି ହାତ ହେବେ କରଣ ଦେଓଲ

mahabharatanews

କରୋଲିନା ବାଏଲସ୍କା ଜିତିଲେ ‘ମିସ୍ ୱାର୍ଲ୍ଡ ୨୦୨୧’ ଟାଇଟଲ୍

mahabharatanews