ମନୋରଞ୍ଜନ

ଜୁନରେ ହାତକୁ ଦି ହାତ ହେବେ କରଣ ଦେଓଲ

(ମୁମ୍ବାଇ) : ହାତକୁ ଦି ହାତ ହେବେ ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନିଙ୍କ ପୁଅ । ତେବେ ସେ ଆସନ୍ତା ମାସରେ ବିବାହ କରିବେ କରଣ ଦେଓଲ। ତେବେ ସେ କାହା ହାତ ଧରିବେ ତାହା ସ୍ୱଷ୍ଟ ହୋଇନଥିବା ବେଳେ ବହୁବର୍ଷ ହେଲାଣି ପରସ୍ପରକୁ ଡେଟ୍ କରୁଥବା ଜଣାପଡିଛି । ।

ସୂଚନାନୁଯାୟୀ , କିଛି ମାସ ତଳେ ଜେଜେ ଧର୍ମେନ୍ଦ୍ର ଏବଂ ଜେଜେମା ପ୍ରକାଶ କୌରଙ୍କ ବିବାହ ବାର୍ଷିକୀ ଅବସରରେ କରଣ ଦେଓଲ ତାଙ୍କ ପ୍ରେମିକାଙ୍କ ସହ ନିର୍ବନ୍ଧ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଫିଲ୍ମ ‘ପଲ ପଲ ଦିଲ କେ ପାସ’ ସହିତ ବଲିଉଡରେ ଡେବ୍ୟୁ କରିଥିଲେ। ତେବେ ବିବାହକୁ ନେଇ କୌଣସି ତାରିଖ ଧାର‌୍ୟ୍ୟ ହୋଇନାହିଁ ବୋଲି ସୂଚନା ମିଳିଛି ।

Related posts

ସରିଲା ନିର୍ବନ୍ଧ

mahabharatanews

କ୍ରିକେଟ ଧାୱନ ଏବେ ସିନେମାରେ

mahabharatanews

ଗିରଫ ହେବେ ଜରିନ ଖାନ 

mahabharatanews