ଭାରତ

ଅରୁଣ ଗାନ୍ଧୀଙ୍କର ଆଜି ପରଲୋକ, କୋହ୍ଲାପୁରରେ ଶେଷ ସଂସ୍କାର ସମ୍ପନ୍ନ କରାଯବ

ନୂଆ ଦ୍ୱିଲ୍ଲୀ: ଜାତିର ପିତା ମହାତ୍ମ ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀଙ୍କର ଆଜି ପରଲୋକ ଘଟିଛି । ଦୀର୍ଘ ଦିନହେବ ସେ ଅସୁସ୍ଥ ଥିଲେ । ଆଜି ମହାରାଷ୍ଟ୍ରର କୋହ୍ଲାପୁରରେ ତାଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ସେ ଜଣେ ଲେଖକ ଏବଂ ସାମାଜିକ- ରାଜନୈତିକ ବିଶ୍ଲେଷକ । ଅରୁଣ ଗାନ୍ଧୀଙ୍କର ଆଜି କୋହ୍ଲାପୁରରେ ଶେଷ ସଂସ୍କାର ସମ୍ପନ୍ନ କରାଯବାର ସୂଚନା ରହିଛି ।

Related posts

ଜାନୁଆରୀ ୬ରେ L-1 ପଏଣ୍ଟରେ ପହଞ୍ଚିବ ଆଦିତ୍ୟ

mahabharatanews

ଥମୁନି ମଣିପୁର ହିଂସା; ସୁରକ୍ଷା ପୋଷ୍ଟରେ ଗୁଳି ଚାଳନା

mahabharatanews

ବଦଳିଲେ ୧୦ ରାଜ୍ୟର ରାଜ୍ୟପାଳ

mahabharatanews