ଭାରତ

 ଆଶାରାମ ବାପୁଙ୍କୁ ନାହିଁ ଆଶ୍ୱସ୍ତି 

(ଦିଲ୍ଲୀ) :  ଦୁଃଖୀ ଅଛନ୍ତି ଆଶାରାମ ବାପୁ । ସ୍ୱାସ୍ଥ୍ୟ କାରଣରୁ ଏହି ଦଣ୍ଡକୁ ସ୍ଥଗିତ ରଖିବାକୁ ଅସାରାମ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନ ଉପରେ ବିଚାର କରିବାକୁ ମନା କରି ଦେଇଛନ୍ତି। ଆଶାରାମ ସୁପ୍ରିମକୋର୍ଟଙ୍କଠାରୁ ଆଶ୍ୱସ୍ତି ପାଇନାହାଁନ୍ତି ।

ଆଶାରାମ ପୋଲିସ ହେପାଜତରେ ଥିବାବେଳେ ତାଙ୍କୁ ମହାରାଷ୍ଟ୍ରର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ରାଜସ୍ଥାନ ହାଇକୋର୍ଟଙ୍କ ନିକଟକୁ ଯିବାକୁ କୁହାଯାଇଛି। ପୋଲିସ ହେପାଜତରେ ଥିବାବେଳେ ମହାରାଷ୍ଟ୍ରର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଆଶା ରାମଙ୍କୁ ରାଜସ୍ଥାନ ହାଇକୋର୍ଟଙ୍କ ନିକଟକୁ ଯିବାକୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ମହାରାଷ୍ଟ୍ରରେ ପୋଲିସ ହେପାଜତରେ ଥିବାବେଳେ ଆଶା ରାମ ଆୟୁର୍ବେଦିକ ଚିକିତ୍ସା ପାଇଁ ଦାବି କରିଥିଲେ, ଯେଉଁଥିରେ କୋର୍ଟ ତାଙ୍କୁ ରାଜସ୍ଥାନ ହାଇକୋର୍ଟ ଯିବାକୁ କହିଥିଲେ। ସୂଚନାଯୋଗ୍ୟ, ଏହା ପ୍ରଥମ ଥର ନୁହେଁ ଯେ , ଏହାପୂର୍ବରୁ ମଧ୍ୟ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଝଟକା ପାଇଛନ୍ତି।

Related posts

 କଂଗ୍ରେସର ପ୍ରାର୍ଥୀ ହୋଇପାରନ୍ତି ଜାମାତା ରବର୍ଟ ଭଦ୍ରା  

mahabharatanews

୧୯ରେ ‘ଏୟାର୍‌ ସୋ’ ପ୍ରଦର୍ଶନ କରିବ ଭାରତୀୟ ବାୟୁସେନା

mahabharatanews

ରାହୁଲଙ୍କ ଭାଙ୍ଗିଲା ୱିଣ୍ଡସ୍କ୍ରିନ୍‌

mahabharatanews