ଭାରତ

ଆଜି ୫ରାଜ୍ୟର ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା 

(ଦିଲ୍ଲୀ) :  ଆଜି ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ହେବ ତାରିଖ ଘୋଷଣା । ଦିଲ୍ଲୀରେ ପ୍ରେସ୍‌ କନ୍‌ଫରେନ୍ସ କରି ଘୋଷଣା କରିବେ ନିର୍ବାଚନ କମିଶନ । ମିଜୋରାମ, ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା ପାଇଁ ହେବ ଘୋଷଣା ନିର୍ବାଚନୀ ତାରିଖ । ମଧ୍ୟାହ୍ନ ୧୨ଟାରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ କରିବାର କାର୍ଯ୍ୟସୂଚୀ ଘୋଷଣା କରିବେ ।

ସୂଚନାନୁଯାୟୀ , ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଓ ତେଲଙ୍ଗାନାରେ ୨୦୧୮ ଭଳି ଗୋଟିଏ ପର୍ଯ୍ୟାୟରେ ଭୋଟଗ୍ରହଣ ହୋଇପାରେ । ସେହିପରି ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବାର ସମ୍ଭାବନା ରହିଛି । ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୧୨ ରେ ୧୮ ବିଧାନସଭା ଆସନ ପାଇଁ ହୋଇଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ନଭେମ୍ବର ୨୦ ରେ ୭୨ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହୋଇଥିଲା ।

Related posts

ଗିରଫ ହେଲେ ଆପ୍ ନେତା ଦୀପେଶ 

mahabharatanews

ମରୋଣତ୍ତର ଭାବେ ସୁଷମା ସ୍ୱରାଜ, ଅରୁଣ ଜେଟଲୀ ପଦ୍ମ ପୁରସ୍କାରରେ ସମ୍ମାନିତ

mahabharatanews

ବିଧାୟକ ମୁକୁଲ ରାୟଙ୍କ ବିଗିଡିଲା ସ୍ୱାସ୍ଥ୍ୟ ଅବସ୍ଥା

mahabharatanews