ଓଡିଶା

ନରସିଂହପୁରରେ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଶୋଭାଯାତ୍ରା

ନରସିଂହପୁରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଶୋଭାଯାତ୍ରା। ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଅଵସରରେ କଟକ ନରସିଂହପୁର ବ୍ଲକରେ ବିଶାଳ ଶୋଭାଯାତ୍ରା ସ୍ଥାନୀୟ ବିଧାୟକ ବିଜୟ କୁମାର ଦଳବେହେରା ଓ ବିଜେପି କଟକ ଜିଲ୍ଲା ସଭାପତି ରାମ ନାରାୟଣ ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଶତାଧିକ ମହିଳା ଓ ବିଜେପି କର୍ମୀ ଉପସ୍ଥିତ ଥିଲେ। ନରସିଂହପୁର ଜଗନ୍ନାଥ ମନ୍ଦିରଠାରୁ ପର୍ଯ୍ୟଟନ ବାଖ୍ୟାନ କେନ୍ଦ୍ର ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

Related posts

ଦୁଇ ବାଇକ ମଧ୍ୟରେ ମୁହାଁ ମୁହିଁ ଧକ୍କା ଜଣେ ମୃତ ଚାରୀ ଗୁରୁତର

mahabharatanews

ରାଜ୍ୟପାଳଙ୍କ ନିକଟରେ ଅଯୋଧ୍ୟାରୁ ନିମନ୍ତ୍ରଣ 

mahabharatanews

ପାଳିତ ହେଲା ଆଦିବାସୀଙ୍କ ଟୋକିମରା ପର୍ବ, ହଜାର ହଜାର ଜନ ସମାଗମ

mahabharatanews