ଓଡିଶା

ଭାଲୁ ଅକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର

ଉଦଳା: ଉଦଳା ବ୍ଲକ ଅନ୍ତର୍ଗତ କୋଚିଳାଡ଼ିହା ପଞ୍ଚାୟତ ଅଧୀନସ୍ତ ପଟ୍ରାସାହି ଗ୍ରାମରେ ଦିନ ଦ୍ୱିପ୍ରହରରେ ଭାଲୁ ଅ ।କ୍ରମଣରେ ଜଣେ ଗୁରୁତର ହୋଇଛନ୍ତ । ନିକଟସ୍ଥ ବିଲକୁ ଗୋରୁ ଅ ।ଣିବାକୁ ଯାଇଥିବାବେଳେ ତିନୋଟି ଭାଲୁ ସଙ୍ଘବଦ୍ଧ ଭାବେ ଅ ।କ୍ରମଣ କରିଥିଲେ । ଅ ।ହତ ବ୍ୟାକ୍ତିଙ୍କ ପାଟି ଶୁଣି ସ୍ଥାନୀୟ ଲୋକ ପହଞ୍ଚ ିଆହତଙ୍କୁ ଉଦ୍ଧାର କରିଥିଲେ । ଅ ।ହତ ଦାମ ଟୁଡୁଙ୍କୁ ସଙ୍ଗେ ସଙ୍ଗେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପ୍ରନ୍ନ ଥିବାରୁ ତାଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ଅ ।କ୍ରମଣ ପରେ ସ୍ଥାନୀୟ ଗ୍ରାମବାସୀ ସମ୍ପୂର୍ଣ୍ଣ ଭୟଭିତ ଥିବା ବେଳେ ବନବିଭାଗ ଏ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଉଛି ।

Related posts

ଅଦ୍ୱୈତ ପ୍ରସାଦ ସିଂହ ସ୍ମୃତି ପରିଷଦ ଏବଂ ସମ୍ବାଦ ଆମ ଓଡିଶା ଆନୁକୂଲ୍ୟରେ ରକ୍ତଦାନ ଶିବିର

mahabharatanews

ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ସରୋଜଙ୍କ ପାର୍ଥିବ ଶରୀର

mahabharatanews

ଜନତା କର୍ଫ୍ୟୁ କଲ୍ୟାଣସିଂହପୁର ବ୍ଲକରେ ସମ୍ପୂର୍ଣ୍ଣ ସଫଳ

mahabharatanews