ଓଡିଶାଆରମ୍ଭ ହେଲା ଐତିହାସିକ ଦିପୋଟି ମେଳଣmahabharatanewsMarch 7, 2026 by mahabharatanewsMarch 7, 202604 ଆରମ୍ଭ ହେଲା ଐତିହାସିକ ଦିପୋଟି ମେଳଣ ନିଆଳୀ ଦ୍ବୀପାଞ୍ଚଳରେ ସୃଷ୍ଟି ହେଲା ଭକ୍ତିମୟ ପରିବେଶ । ଏହି ମେଳଣଟି ବ୍ରିଟିଶ ଶାସନ ସମୟରୁ ଅନୁଷ୍ଠିତ ହୋଇଆସୁଥିବା ରୁ ଏହାକୁ ଦେଖିବା ପାଇଁ ଓଡ଼ିଶାର କୋଣ...
ଦେଶ ବିଦେଶଗୁରମିତ ରାମ ରହିମଙ୍କୁ ଦୋଷମୁକ୍ତ କରିଛନ୍ତି ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟmahabharatanewsMarch 7, 2026 by mahabharatanewsMarch 7, 202604 ପ୍ରମାଣ ଅଭାବରୁ ଛତ୍ରପତି ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି । ୨୦୦୨ ମସିହାର ବହୁ ଚର୍ଚ୍ଚିତ ସାମ୍ବାଦିକ ରାମ...
ଓଡିଶାଆସନ୍ତାକାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କାmahabharatanewsMarch 7, 2026 by mahabharatanewsMarch 7, 202604 ଆସନ୍ତାକାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଆସନ୍ତାକାଲି ଆନ୍ତର୍ଜାତୀୟ ମହିଳା ଦିବସରେ ଚତୁର୍ଥ କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ । ପୁରୀରେ...
ଦେଶ ବିଦେଶ୧ ଏପ୍ରିଲ ନୁହେଁ, ଆଜି ଯୁବକମାନଙ୍କ ଆକାଉଣ୍ଟରେ ଜମା ହେବ ଟଙ୍କାmahabharatanewsMarch 7, 2026 by mahabharatanewsMarch 7, 202605 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଘୋଷଣା ପୂର୍ବରୁ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ସେ ଆଜିଠାରୁ ଦୁଇଟି ଯୋଜନା ଆରମ୍ଭ କରିଛନ୍ତି। ତାଙ୍କ ରାଜ୍ୟ ବଜେଟରେ, ମମତା ବାନାର୍ଜୀ ପ୍ରଥମେ ଏହି...
ଓଡିଶାପାଣିପାଗଗ୍ରୀଷ୍ମର ପ୍ରଭାବ ଆରମ୍ଭ ହୋଇଥିବାବେଳେ ବର୍ଷିପାରେ ବର୍ଷା ।mahabharatanewsMarch 6, 2026 by mahabharatanewsMarch 6, 202608 ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ୩ ଦିନ ମଧ୍ୟରେ ବର୍ଷା ଘଡଘଡି ସାଙ୍ଗକୁ ବିଜୁଳି ସମ୍ଭାବନା ରହିଛି । ଆଉ ଏହାର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲାରେ ପଡିବା ନେଇ ପାଣିପାଗ...
ଦେଶ ବିଦେଶଭାରତୀୟ ବାୟୁସେନାର ଏକ ସୁଖୋଇ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛିmahabharatanewsMarch 6, 2026 by mahabharatanewsMarch 6, 202605 ଭାରତୀୟ ବାୟୁସେନାର ଏକ ସୁଖୋଇ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆସାମର କାର୍ବି ଆଙ୍ଗଲଙ୍ଗ ଜିଲ୍ଲାରେ ସୁଖୋଇ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ଫଳରେ ଦୁଇ ଜଣ ପାଇଲଟ ଶହୀଦ ହୋଇଥିବା ନେଇ...
ଵାଣିଜ୍ୟଷ୍ଟକ୍ ବଜାରରେ ଅସ୍ଥିରତା! ତେଲ ଖେଳକୁ ନଷ୍ଟ କରିଦେଲା, 6 ଘଣ୍ଟା ମଧ୍ୟରେ ପ୍ରାୟ ₹3 ଲକ୍ଷ କୋଟି ବୁଡ଼ିଗଲାmahabharatanewsMarch 6, 2026 by mahabharatanewsMarch 6, 202607 ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟ ଅଶାନ୍ତି ମଧ୍ୟରେ, ସପ୍ତାହର ଶେଷ ବ୍ୟବସାୟ ଦିନ ଶୁକ୍ରବାର ଭାରତୀୟ ଷ୍ଟକ୍ ବଜାରରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ରେକର୍ଡ କରାଯାଇଛି। ଉଭୟ ପ୍ରମୁଖ...
ଅପରାଧଓଡିଶାପିଲାଙ୍କୁ ଉଦ୍ଧାର ପାଇଁ ଛକ, ବଜାରରେ ଲାଗିଲା ପୋଷ୍ଟରmahabharatanewsMarch 6, 2026 by mahabharatanewsMarch 6, 202603 ରାଜଧାନୀରେ ଚିନ୍ତା ବଢ଼ାଇଛି ପିଲା ନିଖୋଜ ଘଟଣା । ୩ ଟି କେସରେ ପିଲାଙ୍କୁ ଉଦ୍ଧାର ପାଇଁ ଛାନଭିନ ଜାରି । ପରିବାର ର ଏତଲା ଆଧାରରେ ପୁରସ୍କାର ରାଶି ଘୋଷଣା କଲା କମିଶନରେଟ...
ଦେଶ ବିଦେଶଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟରେ କ୍ୟୁବାmahabharatanewsMarch 6, 2026 by mahabharatanewsMarch 6, 202604 ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ ଇରାନ ବିରୁଦ୍ଧରେ ସାମରିକ ଅଭିଯାନ ସମାପ୍ତ ହେବା ପରେ ସେ କ୍ୟୁବା ସମ୍ପର୍କରେ ଏକ ଅନିର୍ଦ୍ଦିଷ୍ଟ ପଦକ୍ଷେପ ଆରମ୍ଭ କରିବାକୁ ଚାହୁଁଛନ୍ତି, ଯାହା ଫଳରେ...
ଓଡିଶାହାଇସ୍କୁଲ ପଡିଆ ଠାରେ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତmahabharatanewsMarch 6, 2026March 6, 2026 by mahabharatanewsMarch 6, 2026March 6, 202602 କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ବାଟିପଡା ହାଇସ୍କୁଲ ପଡିଆ ଠାରେ ଦୋଳ ମେଲଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ବାଟିପଡା ପଞ୍ଚାୟତ ପକ୍ଷରୁ ଆୟୋଜିତ ଏହି ଦୋଳ ମେଲଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ...