ଓଡିଶାପାଣିପାଗଭାରତସତର୍କତା ଜାରିକଲା ଭାରତୀୟ ପାଣିପାଗ ବିଭାଗ ଆଗକୁ ଆହୁରି ଜାଳିବ ।mahabharatanewsApril 16, 2026April 16, 2026 by mahabharatanewsApril 16, 2026April 16, 2026025 ଦେଶ ଓ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଓଗଊ ଅନୁଯାୟୀ, ଉତ୍ତର-ପଶ୍ଚିମ ଭାରତରେ ପଶ୍ଚିମା ପବନ ସହିତ ଏକ ପଶ୍ଚିମା ଝଡ ସକ୍ରିୟ ଅଛି। ଯାହା ୧୬ ତାରିଖ ରାତିରେ ଏକ...
ଓଡିଶାଏପ୍ରିଲ ଆରମ୍ଭରୁ ଡରେଇଲାଣି ତାତିmahabharatanewsApril 4, 2026 by mahabharatanewsApril 4, 2026018 ଡରେଇଲାଣି ତାତି । ଏପ୍ରିଲ ଆରମ୍ଭରୁ ଉପକୂଳରୁ ପଶ୍ଚିମ, ଉତ୍ତରରୁ ଆଭ୍ୟନ୍ତରୀଣ ଓଡ଼ିଶା ସବୁଠି ଟାଇଁଟାଇଁ ଖରା । ଦୁଇ ଦିନ ଭିତରେ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି । ଦିନ ୧୧ ରୁ ପଦାକୁ ବାହାରିବା...
ଓଡିଶାପାଣିପାଗଗ୍ରୀଷ୍ମର ପ୍ରଭାବ ଆରମ୍ଭ ହୋଇଥିବାବେଳେ ବର୍ଷିପାରେ ବର୍ଷା ।mahabharatanewsMarch 6, 2026 by mahabharatanewsMarch 6, 2026025 ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଆରମ୍ଭ ହେବାକୁ ଥିବାବେଳେ ଆସନ୍ତା ୩ ଦିନ ମଧ୍ୟରେ ବର୍ଷା ଘଡଘଡି ସାଙ୍ଗକୁ ବିଜୁଳି ସମ୍ଭାବନା ରହିଛି । ଆଉ ଏହାର ପ୍ରଭାବ ଉପକୂଳବର୍ତ୍ତୀ ଜିଲ୍ଲାରେ ପଡିବା ନେଇ ପାଣିପାଗ...
ଓଡିଶା୧୫ ସହରରେ ତାପମାତ୍ରା ୪୦ ଡିଗ୍ରୀ ପାରmahabharatanewsMay 2, 2022 by mahabharatanewsMay 2, 20220316 (ଭୁବନେଶ୍ୱର) : ଦିନକୁ ଦିନ ବୃଦ୍ଧି ପାଉଛି ତାତି । ରାଜ୍ୟବାସୀଙ୍କ ଗ୍ରୀଷ୍ମର ପ୍ରକୋପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରାୟ ସହରର ପାରଦ ଉପରମୁହାଁ ହୋଇ ରହିଛି। କାଳ ବୈଶାଖୀ ପ୍ରଭାବରେ ବିଭିନ୍ନ...
ଓଡିଶାରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି: ୪ ସହରରେ ତାପମାତ୍ରା ୪୪ ଡିଗ୍ରୀ ପାରmahabharatanewsApril 28, 2022 by mahabharatanewsApril 28, 20220273 (ଭୁବନେଶ୍ୱର) : ରାଜ୍ୟରେ ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ପ୍ରମୁଖ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହେଉଛି। ଏହି ହିଟ୍ ୱେଭ୍ ଯୋଗୁ ଦିନ ୧୧ଟାରୁ...
ଓଡିଶାଆଗାମୀ ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ପ୍ରବାହmahabharatanewsApril 27, 2022 by mahabharatanewsApril 27, 20220287 ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି । କିଛି କିଛି ଜିଲ୍ଲାରେ ଏବେ ୪୪ଡିଗ୍ରି ଉପରେ ତାପମାତ୍ରା ରହୁଥିବା ବେଳେ ଲୋକଙ୍କର ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଛି। ତେବେ ସାରା ରାଜ୍ୟରେ...