ପଶ୍ଚିମବଙ୍ଗ ବିଧାନସଭା ଉପ-ନିର୍ବାଚନ: ମୁଖ୍ୟମନ୍ତ୍ରୀଙ୍କ ସ୍ୱର୍ଗତ ପିଏଙ୍କ ମା’ଙ୍କୁ ଟିକେଟ୍
ବିଧାନସଭା ଉପ-ନିର୍ବାଚନ ପାଇଁ ସରଗରମ ପଶ୍ଚିମବଙ୍ଗ ରାଜନୀତି। ପଶ୍ଚିମବଙ୍ଗ ବିଧାନସଭା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ରେଜିନଗର ଆସନରେ ଦଳ ଶାଖାରବ ସରକାରଙ୍କୁ ପ୍ରାର୍ଥୀ କରିଥିବା ବେଳେ ନନ୍ଦିଗ୍ରାମରୁ ହାସିରାଣୀ...
