ଦେଶ ବିଦେଶମଣିପୁରରେ ଉତ୍ତେଜନା, ୫ ଦିନ ପାଇଁ ଇଣ୍ଟରନେଟ୍ ବନ୍ଦmahabharatanewsFebruary 10, 2026 by mahabharatanewsFebruary 10, 202607 ମଣିପୁର ସରକାର ଉକ୍ରଳ ଜିଲ୍ଲାରେ ନୂତନ ହିଂସା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିବା ଦର୍ଶାଇ ସମଗ୍ର ଜିଲ୍ଲାରେ ଇଣ୍ଟରନେଟ୍ ଏବଂ ଡାଟା ସେବାକୁ ପାଞ୍ଚ ଦିନ ପାଇଁ ବନ୍ଦ କରିଦେଇଛନ୍ତି। ଏହି...
ଓଡିଶାଚାରୋଟି ବ୍ଲକରେ ବାର ଘଣ୍ଟିଆ ବନ୍ଦ ଡାକରାmahabharatanewsFebruary 10, 2026 by mahabharatanewsFebruary 10, 202607 ଉମରକୋଟ ରାଇଘର ଝରିଗାଁ ଚନ୍ଦାହାଣ୍ଡି ସହର ସମ୍ପୂର୍ଣ ଠପ ହୋଇପଡିଛି. ମେଡିକାଲ କଲେଜ. ଭୁ ବନ୍ଧ ଵସ୍ଥ, ଉପଖଣ୍ଡର ମାନ୍ୟତା. ଏସବୁ ଦାବିକୁ ନେଇ ଆଜି ମିଳିତ ସଂଗ୍ରାମୀ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ...
ଖେଳଦେଶ ବିଦେଶଅସ୍ତ୍ରୋପଚାର ପରେ ହର୍ଷିତ ରାଣା ହସ୍ପିଟାଲ ବେଡ୍ ରୁ ଅପଡେଟ୍ ପ୍ରଦାନ କଲେmahabharatanewsFebruary 10, 2026 by mahabharatanewsFebruary 10, 202606 ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ହର୍ଷିତ ରାଣା ଫେବୃଆରୀ ୯ ତାରିଖରେ ତାଙ୍କର ଆଣ୍ଠୁ ସର୍ଜରୀ ସଫଳ ହୋଇଥିବା ନେଇ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ । ନିଜ ଇନଷ୍ଟାଗ୍ରାମରେ ଫଟୋ...
ଓଡିଶାଶିକ୍ଷା୧୭ ତାରିଖ ସୁଦ୍ଧା ପ୍ରଶ୍ନପତ୍ର ସବୁ ନୋଡାଲ ସେଣ୍ଟରରେ ପହଞ୍ଚିବmahabharatanewsFebruary 10, 2026February 10, 2026 by mahabharatanewsFebruary 10, 2026February 10, 2026012 ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବ । ଏଥିପାଇଁ ମଙ୍ଗଳବାର ଠାରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ । ପ୍ରଥମ ପର୍ଯ୍ୟାୟରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରୁ ୫ ଦୂରବର୍ତ୍ତୀ...
ଅପରାଧଓଡିଶାଗଜପତିରେ ଜଣେ ୭ ବର୍ଷୀୟ ତିବ୍ଦତୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗmahabharatanewsFebruary 9, 2026February 9, 2026 by mahabharatanewsFebruary 9, 2026February 9, 2026015 ଗଜପତିରେ ଜଣେ ୭ ବର୍ଷୀୟ ତିବ୍ଦତୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ମୋହନା ଥାନା ଚନ୍ଦ୍ରଗିରି ଫାଣ୍ଡି ଅଞ୍ଚଳରେ ଘଟିଛି ଏପରି ଲଜ୍ଜାଜନକ ଘଟଣା । ଜଣେ ତିବ୍ଦତୀୟ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା...
ଓଡିଶାରାଜନୀତିବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିପାରନ୍ତି ବିରୋଧୀmahabharatanewsFebruary 9, 2026 by mahabharatanewsFebruary 9, 2026014 ସଂସଦର ବଜେଟ ଅଧିବେଶନ ଅଶାନ୍ତ ରହିଛି। ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ସୋମବାର ସଂସଦ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଦଳଗୁଡ଼ିକର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସୂତ୍ର ଅନୁଯାୟୀ,...
ଓଡିଶାଦେଶ ବିଦେଶପ୍ରଯୁକ୍ତିବିଶ୍ୱଭାରତଯୋଗାଯୋଗଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ ।mahabharatanewsFebruary 8, 2026February 8, 2026 by mahabharatanewsFebruary 8, 2026February 8, 2026017 ବିପଦରେ ଆଣ୍ଡ୍ରଏଡ୍ ଫୋନ୍ । ଆଣ୍ଡ୍ରଏଡ୍ ବ୍ୟବହାରକାରୀଙ୍କ ପାଇଁ ବଡ଼ ସୁରକ୍ଷା ସତର୍କତା ଜାରି କରିଛି ଗୁଗଲ୍ । କମ୍ପାନୀ ସ୍ପଷ୍ଟ କରିଛି ଯେ, ଆଣ୍ଡ୍ରଏଡ୍ ୧୨ କିମ୍ବା ପୁରୁଣା ଫୋନ୍ ଗୁଡିକ...
ଅପରାଧଓଡିଶାରାଉରକେଲା ରେଳ ଷ୍ଟେସନ ସାମ୍ନା ହତ୍ୟା ଘଟଣାରେ ୫ ଗିରଫmahabharatanewsFebruary 8, 2026 by mahabharatanewsFebruary 8, 2026010 ରାଉରକେଲା ରେଳ ଷ୍ଟେସନ ସାମ୍ନା ହତ୍ୟା ଘଟଣାରେ ୫ ଗିରଫ । ୫ ଅଭିଯୁକ୍ତଙ୍କୁ ଗିରଫ ନେଇ ସୂଚନା ଦେଲେ ରାଉରକେଲା ଏସ୍ପି । ପ୍ଲାଣ୍ଟ ସାଇଡ୍ ଥାନା ଅଞ୍ଚଳରେ ଏକ ଚା’ ଦୋକାନୀକୁ...
ଓଡିଶାପାଣିପାଗସନ୍ଧ୍ୟା ହେଲେ କାଲୁଆ ପବନ ସାଙ୍ଗକୁ ବଢ଼ୁଛି ଥଣ୍ଡାmahabharatanewsFebruary 8, 2026 by mahabharatanewsFebruary 8, 202609 ଶିମିଳିପାଳରେ ଖସିଲା ପାରଦ। ଆଜି ସକାଳେ ଶିମିଳିପାଳରେ ୧ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ମଧ୍ୟ ଏଠାରେ ଅଧିକ ଶୀତ ଅନୁଭୂତ ହୋଇଥିଲା । ଗତକାଲି ୨ଡିଗ୍ରି ରହିଥିଲା ପାରଦ । ରାଜ୍ୟରେ...
ଓଡିଶାBCPPER ପାଇଁ ଅର୍ଥନୈତିକ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀmahabharatanewsFebruary 7, 2026 by mahabharatanewsFebruary 7, 2026013 ଭୁବନେଶ୍ବର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ ଅଞ୍ଚଳ ବା BCPPER ପାଇଁ ଏକ ଅର୍ଥନୈତିକ ଯୋଜନାର (Economic Plan) ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏହି ଅର୍ଥନୈତିକ ଯୋଜନାକୁ ନୀତି ଆୟୋଗ ପକ୍ଷରୁ ପ୍ରସ୍ତୁତ...