ଓଡିଶା

୧୧ କେଜିର ବଜ୍ରକାପ୍ତା ଉଦ୍ଧାର

ଭୁବନେଶ୍ୱର: ବଲାଙ୍ଗୀର ତୁଷୁରା ଅଇଁଠାପାଲିରେ ଏସଏଟିଏଫ ବନବିଭାଗର ଚଢାଉ । ବ୍ରଜକାପ୍ତା ଡିଲ୍ ବେଳେ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଛି । ଏସଟିଏଫ୍ ଓ ବଲାଙ୍ଗୀର ବନ ବିଭାଗର ମିଳିତ ଚଢ଼ାଉରେ ୨ ଜଣ ଜଙ୍ଗଲୀ ତସ୍କରଙ୍କୁ ଗିରଫ କରାଯାଇଛି । ଏହି ଚଢ଼ାଉରେ ୧୧ କେଜିର ପାଙ୍ଗୋଲିନ ଜବତ ହୋଇଛି । ଗିରଫ ହୋଇଥିବା ୨ ଜଙ୍ଗଲୀ ତସ୍କର ହେଉଛନ୍ତି ଖଇଲାପଲ୍ଲୀର ହେମସାଗର ମହାନନ୍ଦ ଓ ଅଇଁଠାପଲ୍ଲୀର ଲକ୍ଷ୍ମୀଧର ନାୟକ । ତେବେ ଜବତ ହୋଇଥିବା ବଜ୍ରକାପ୍ତାକୁ ବଲାଙ୍ଗୀର ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି ।

Related posts

ଶୀତଦିନରେ ଘାରିଲାଣି ବର୍ଷାର ଭୟ , ଛାନିଆ ହେଲେଣି ଚାଷୀ

mahabharatanews

୭ମ ତମ ଶ୍ରାଦ୍ଧ ବାର୍ଷିକୀରେ ମନେ ପଡ଼ନ୍ତି ମହାନ ଜନନାୟକ ଜାନକୀ

mahabharatanews

ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣପୁର ଗସ୍ତରେ ଥିବା ବେଳେ ପ୍ରଶାସକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି

mahabharatanews