ଓଡିଶା

ଖୋଲିଲା ବଳଦେବଜୀଉଙ୍କ ମନ୍ଦିର

(କେନ୍ଦ୍ରାପଡା) ; କୋଭିଡ ଗାଇଡ ଲାଇନ ଭିତରେ ଖୋଲିଲା କେନ୍ଦ୍ରାପଡା ର ଆରଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମନ୍ଦିର । ତେବେ ଆଜି ସକାଳୁ ଶ୍ରୀ ଜିଉଙ୍କ ଦର୍ଶନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁମାନଙ୍କ ଲାଗିଥିଲା ଭିଡ ।

ତେବେ ମନ୍ଦିରରେ ପ୍ରବେଶ ପାଇଁ ଜିଲ୍ଲା ପ୍ରଶାସନର ପକ୍ଷରୁ ନିର୍ଦ୍ଧିଷ୍ଟ କଟକଣା ଜାରି କରାଯାଇଛି। ମନ୍ଦିର ପ୍ରବେଶ ଦ୍ବାର ନିକଟରେ ଥର୍ମାଲ ସ୍କ୍ରିନିଂ କରାଯିବା ସହ ସାନିଟାଇଜର ବ୍ୟବହାର ଓ ସାମାଜିକ ଦୂରତା ପାଇଁ ନିର୍ଦ୍ଦେଶ ରହିଛି।

Related posts

ବୃଦ୍ଧଙ୍କୁ ପ୍ରାଣାନ୍ତକ ଆକ୍ରମଣ

mahabharatanews

ସହିଦଙ୍କ ପିଲାଙ୍କ ଦାୟିତ୍ୱ ନେବ କିଟ

mahabharatanews

5T ଅଧ୍ୟକ୍ଷଙ୍କୁ ଭେଟିଲେ ଟନେଲ ଫସି ରହିଥିବା ଶ୍ରମିକଙ୍କ ପରିବାର ସଦସ୍ୟ 

mahabharatanews