ଓଡିଶା

ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

(କଟକ) : ବିଶ୍ୱ ପ୍ରସିଦ୍ଧ ବାଲିଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ପୁରା ସହର । ଐତିହାସିତ ବାଲିଯାତ୍ରାରେ ଗାଁ ପୋଖରୀ, ମନ୍ଦିର, ଗାଇ ଗୁହାଳ, ଚାଷ ବାସ ସବୁକିଛି ଦେଖିବାକୁ ମିଳିବ । ମାଟି ଚାଳ ଘର ଠାରୁ ଆରମ୍ଭ କରି ମାଟି ଚୂଲି ଏବଂ ଗାଁର ଚାଲିଚଳଣି ଥିମ୍‌ରେ ସଜେଇ ହେବ କଟକ ଇନ୍ କଟକ ପାଭିଲିଅନ୍ । ଏନେଇ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଆୟୋଜନ କରାଯାଉଛି ।

ସୂଚନାନୁଯାୟୀ ,  ସେପଟେ ବାଲିଯାତ୍ରା ପାଇଁ ପ୍ଲଟ ନିଲାମ ହୋଇଛି । ପ୍ରଥମ ଦିନରୁ ହିଁ ଷ୍ଟଲ ପାଇଁ ବ୍ୟବସ୍ୟାୟୀଙ୍କ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ୯୦୦ ଶହ ବ୍ୟବସ୍ୟାୟୀ ମୋଟ ୧୬୦୦ ରୁ ଅଧିକ ପ୍ଲଟ ପାଇଁ ପଞ୍ଜୀକରଣ କରିସାରିଥିଲେ । ନିଲାମ ପକ୍ରିୟା ୬ ଟି ସ୍ଥାନରେ ଚାଲିଥିବା ବେଳେ ଏଥିଲାଗି ୧୦ଟି ଟିମ୍ କରାଯାଇଛି ।

Related posts

ଅଜଣା ଗାଡିକୁ ଧକ୍କା ଦେଲା ବୋଲେରୋ, ୧ ମୃତ ୨ ଗୁରତର

mahabharatanews

ଗଣେଶ ଭସାଣରେ କମ୍ପିଲା ହିଞ୍ଜିଳିକାଟୁ ସହର

mahabharatanews

ଆନ୍ଧ୍ରରେ ଅଟକିଛନ୍ତି ୪୨ ଛାତ୍ର ଛାତ୍ରୀ

mahabharatanews