ଭାରତ

ଆଜି ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ 

(ଦିଲ୍ଲୀ) ; ଆଜି ଲୋକସଭା ନିର୍ବାଚନର ତାରିଖ ଘୋଷଣା କରାଯିବ। ନିର୍ବାଚନ ଆୟୋଗ ଅପରାହ୍ନ ୩ ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ଲୋକସଭା ନିର୍ବାଚନର ତାରିଖ ଘୋଷଣା କରିବେ। ଏହା ବ୍ୟତୀତ ଓଡିଶା, ସିକ୍କିମ, ଅରୁଣାଚଳ ପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶ ହେବାକୁ ଥ‌ିବା ବିଧାନସଭା ନିର୍ବାଚନର ତାରିଖ ମଧ୍ୟ ଘୋଷଣା କରାଯିବ।

ସୂଚନାନୁଯାୟୀ, ଲୋକସଭା ନିର୍ବାଚନ ଏପ୍ରିଲରୁ ଆରମ୍ଭ ହୋଇପାରେ ଏବଂ ମେ ମାସ ଶେଷ ପର୍ଯ୍ୟନ୍ତ ଅନେକ ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇପାରେ । ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଚିଠି ମାଧ୍ୟମରେ ଦେଶକୁ ଏକ ବାର୍ତ୍ତା ଦେଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, “ଆପଣଙ୍କ ସହ ଆମର ସମ୍ପର୍କ ଏକ ଦଶନ୍ଧି ପୂର ପୂରଣ କରିସାରିଛି।

Related posts

ସରିଲା ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର 

mahabharatanews

 ଆର୍ମି ଟ୍ରକ୍ ଉପରେ ଆକ୍ରମଣ, ୩ ଯବାନ ସହିଦ୍ 

mahabharatanews

 ‘ଜେଡ୍‌ ପ୍ଲସ୍‌’ ସୁରକ୍ଷା ପ୍ରାପ୍ତ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କୁ ମଶା ଅଡୁଆ

mahabharatanews