ଓଡିଶା

ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଙ୍କ ଘରେ ଇଡିର ରେଡ୍

ଭଦ୍ରକ : ଭଦ୍ରକରେ ଇଡିର ଚଢ଼ାଉ। ପୂର୍ବତନ ମନ୍ତ୍ରୀ ତଥା ଏବେ କାର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଙ୍କ ଘରେ ଇଡିର ଚଢ଼ାଉ। ଭଦ୍ରକ ସହରର ୪ ଟି ସ୍ଥାନ ରେ ଇଡିର ଚଢ଼ାଉ କରୁଥିବା ସୂଚନା ମିଳିଛି । ଏହା ସହିତ ବରପଦା ଇଂଜିନିୟରିଂ କଲେଜ ର ପୂର୍ବତନ ଅଧକ୍ଷ ଙ୍କ ଘରେ ମଧ୍ୟ ଚଢ଼ାଉ ହେଉଥିବା ସୂଚନା ମିଳିଛି । ତେବେ ପ୍ରଫୁଲ୍ଲ ସାମଲ ଙ୍କ ସାବନା ବଜାର ସ୍ଥିତ ଘର , ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧକ୍ଷ ଙ୍କ ଅପର୍ତ୍ତିବିନ୍ଧା ସ୍ଥିତ ଘରେ ମଧ୍ୟ ଚଢ଼ାଉ ହେଉଛି । ତେବେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସୁରକ୍ଷା ବଳୟରେ ଚଢ଼ାଉ ହେଉଥିବା ସୂଚନା ରହିଛି ।

Related posts

ଉଦ୍ଘାଟନ ହେଲା ଏସ ବି ଆଇ ଓ ରାମକୀ ଫାଉଣ୍ଡେସନର ମିଳିତ ସହଯୋଗରେ ସ୍ଵାସ୍ଥ୍ୟ ମୋବାଇଲ ଭେନ

mahabharatanews

ଓଡିଶା ସାର୍ବଜନୀନ ପରୀକ୍ଷା ବିଲ୍ -୨୦୨୪ ବିଧାନସଭାରେ ଆଗତ

mahabharatanews

ଆଜିଠାରୁ ଆରମ୍ଭ ସ୍ବତନ୍ତ୍ର ଓଜେଇଇ

mahabharatanews