ଓଡିଶା

ଆସନ୍ତାକାଲିଠୁ ଚିଲିକାରେ ହେବ ପକ୍ଷୀ ଗଣନା ; ୨୧ ଟି ଟିମ୍ ପକ୍ଷୀ ଗଣନା କରିବେ

ଖୋର୍ଦ୍ଧା: ଆସନ୍ତାକାଲିଠୁ ଚିଲିକାରେ ହେବ ପକ୍ଷୀ ଗଣନା । ମୋଟ ୨୧ ଟି ଟିମ୍ ପକ୍ଷୀ ଗଣନା କରିବେ । ପ୍ରତି ଟିମରେ ୭ ଜଣ ସଦସ୍ୟ ରହିବେ । ସକାଳ ୬ ଟାରୁ ମଧ୍ୟ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଚାଲିବ ଗଣନା । ବାଇନା କୁଲର, କମ୍ପାସ ଓ ଜିପିଏସ ମାଧ୍ୟ୍ୟମରେ ପକ୍ଷୀ ଗଣନା କରାଯିବ । ଗଣନା କାର୍ଯ୍ୟରେ ସାମିଲ ହେବେ ଓୟିଏଟି ଛାତ୍ର, ପକ୍ଷୀ ବିଷାରଦ ଓ ବନ୍ୟ ପ୍ରାଣୀ କର୍ମଚାରୀ । ଏ ନେଇ ଆଜି ବଡକୂଳରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି ।

 

Related posts

ଦୁଇଟି ସ୍କୁଲରେ ୩୪ ପିଲା କୋରୋନାରେ ଆକ୍ରାନ୍ତ

mahabharatanews

କେନ୍ଦ୍ର ଖଣିମନ୍ତ୍ରୀଙ୍କ ଦାମନଯୋଡି ଗସ୍ତ

mahabharatanews

କେନାଲରେ ଭାସି ଯାଉଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ ୨ ନାବାଳକ

mahabharatanews