ଓଡିଶାପର୍ବ ପର୍ବାଣି

ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଉତ୍ସବ

ଗଜପତି : ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରେ ଶ୍ରୀ ସତ୍ୟସାଇ ବାବାଙ୍କ  100 ତମ ଜନ୍ମ ଉତ୍ସବ ପାଳନ ହୋଇଛି । ସକାଳୁ ଓଁମ୍ କାରମ  ଓ ସୁପ୍ରଭାତ ସହ ନଗର ସଂକୀର୍ତ୍ତନ, ପ୍ରଶାନ୍ତି ପତାକା ଉତ୍ତୋଳନ କରାଯିବା ପରେ, ଶ୍ରୀ ସତ୍ୟସାଇ ବାବାଙ୍କ ପାଲିଙ୍କି ପରିକ୍ରମା କରାଯାଇଥିଲା । ଏହି ପରିକ୍ରମାରେ ଶ୍ରୀ ସତ୍ୟସାଇ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ବାବାଙ୍କ ଶହ ଶହ ଭକ୍ତ  ଅଂଶ ଗ୍ରହଣ କରିଥିଲେ । ପରେ ସାଇବ୍ରତ ପୂଜା କରାଯାଇଥିଲା । ଏବଂ ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମଙ୍ଗଳ ଆଳତୀ କରାଯିବାର ବ୍ୟବସ୍ଥା ରହିଛି।

Related posts

ମେଣ୍ଡାମାଳ ସରକାରୀ ବିଦ୍ୟାଳୟର ବାର୍ଷିକ ଉତ୍ସବ

mahabharatanews

ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିବା ସମ୍ଭାବନା

mahabharatanews

ହୋମଗାର୍ଡ ହତ୍ୟା ଘଟଣା ମାମଲାରେ ୩୬ ଗିରଫ

mahabharatanews