ଅପରାଧ

ମହିଳାଙ୍କୁ ବ୍ଲେଡରେ ହତ୍ୟା, ଅଭିଯୁକ୍ତ ଗିରଫ

(ମହାଭାରତ, ହିଞ୍ଜିଳି): ଗତ ବୁଧବାର ବଡଗଡ ଥାନା ବାରସିଙ୍ଗି ଗାଁରେ ହୋଇଥିବା ହତ୍ୟା ଘଟଣାର ଖୁଲାସା କରିଛି ପୋଲିସ । ଟଙ୍କା ଦେଣନେଣକୁ ନେଇ ଅଭିଯୁକ୍ତ ଜଣେ ମହିଳାଙ୍କୁ ବ୍ଲେଡରେ ଆକ୍ରମଣ କରି ହତ୍ୟା କରିଥିଲେ । ତେବେ ପୋଲିସ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ ସୁରଟରୁ ଗିରଫ କରିଛି । ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଗଞ୍ଜାମ ଏସପି ସୂଚନା ଦେଇଛନ୍ତି ।

Related posts

ମିଶନ ଶକ୍ତି ଅଧ୍ୟକ୍ଷାଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ

mahabharatanews

ମାହାଙ୍ଗା ଡବଲ ମର୍ଡର ଘଟଣାରେ ୪ ଜଣଙ୍କୁ  ପଚରାଉଚରା

mahabharatanews

୬୦୦ କୋଟି ଟଙ୍କର ହେରୋଇନ ଜବତ

mahabharatanews