ଓଡିଶା

ବ୍ଳକସ୍ତରୀୟ ମତ୍ସ୍ୟ ଓ ପ୍ରାଣସମ୍ପଦ ମେଳା ୨୦୨୫ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ନର୍ଲା ସ୍ଥିତ ପ୍ରାଣୀ ସମ୍ପଦ ବିଭାଗ କାର୍ଯ୍ୟଳୟ ଠାରେ ବ୍ଳକ୍ ସ୍ତରିୟ ମତ୍ସ୍ୟ ଓ ପ୍ରଣୀସମ୍ପଦ ମେଳା ୨୦୨୫ ଆୟୋଜନ ହୋଇଥିଲା ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମୋନୋରମା ମହାନ୍ତି ବରିଷ୍ଟ ଅତିଥି ଭାବେ ଅନିରୁଦ୍ଧ ପଧାନ  ସମ୍ମାନିତ ଅତିଥି ଭାବେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ନିରୋଧ ଚନ୍ଦ୍ର କର ସମ୍ମାନୀତ ଅତିଥି ଜ୍ଞାନ ରଞ୍ଜନ ସେଠୀ ଏଵଂ ସଭାପତି ନର୍ଲା ବିଡ଼ିଓ ବିପିନ୍ ବିହାରୀ ଦୀପ ମୁଖ୍ୟ ବକ୍ତା ପ୍ରଭାତ କୁମାର ପରିଡ଼ା ସମୂହ ମଞ୍ଚାଷିନ ହେଇଥିଲେ ବ୍ଲକ୍ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ଭବ୍ୟ ସ୍ଵାଗତ ସମର୍ଦ୍ଧନା କରାଯାଇଥିଲା ଦୀପ ପ୍ରଜ୍ଜ୍ୱଳନ କରାଯାଇ ମେଳା ର ଶୁଭାରମ୍ଭ କରଯାଇଥିଲା ମଞ୍ଚ।ଷିନ ଅତିଥି ସମୂହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଉପରେ ଉପସ୍ଥିତ ଥିବା ବ୍ଳକ୍ ର ସମସ୍ତ ସମାଜସେବୀ , ବୁଦ୍ଧିଜୀବୀ,SHG ମହିଳା ପୁରୁଷ ଯୁବକ ଯୁବତୀ ସହିତ ପଶୁ ସମ୍ପଦ ଉଦ୍ୟଗୀ ମତ୍ସୀ ଉଦ୍ୟୋଗୀ ସହିତ କୃଷକ ମାନଙ୍କୁ ରାଜ୍ୟ ସରକାର ଙ୍କ ଯୋଜନା ଉପରେ ଦିଗ୍ ଦର୍ଶନ ଦେଇଥିଲେ ।

Related posts

ପରଲୋକରେ ବରିଷ୍ଠ କଂଗ୍ରେସ ନେତା ଡମ୍ବରୁଧର ଉଲାକ

mahabharatanews

ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

mahabharatanews

ଡିଏସପି ବେଣୁ ଗୋପାଳ ପାଇବେ ରାଷ୍ଟ୍ରପତି ପୁରସ୍କାର

mahabharatanews