ଓଡିଶା

ବିଶ୍ଵ ତାରିଣୀ ମହିଳା ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର

ହାଟଡିହି : ରକ୍ତ ଦାନ ମହତ ଦାନ। ତେଣୁ ରକ୍ତ ଦାନ କରିବା ଦ୍ୱାରା ଲୋକଙ୍କ ମାନଙ୍କ ଜୀବନ ରକ୍ଷା କରି ପାରିବା ସହ, ଆମ ଶରୀର ରେ ଅପରିଷ୍କାର ରକ୍ତ କଣିକା ଗୁଡ଼ିକ ଚାଲି ଯାଇ ନୂଆ ରକ୍ତ ସଂଗ୍ରହ ହେଉଥିବାରୁ ଆଜି ବିଶ୍ୱ ତାରିଣୀ ମହିଳା ମହାବିଦ୍ୟାଳୟ ରେ ୩୧ୟୁନିଟ ରକ୍ତ ଛାତ୍ରୀ ମାନେ ଦେଇଛନ୍ତି।

Related posts

ଧର୍ମଶାଳା ବିଜେପିର ବରିଷ୍ଠ ନେତା ରମେଶ ପରିଡା ବିଜେଡିରେ ସାମିଲ

mahabharatanews

ଚନ୍ଦକା ଥାନାକୁ ବଦଳିଲେ ଟ୍ରାଫିକ ଥାନା ଅଧିକାରୀ

mahabharatanews

କୁଜଙ୍ଗକୁ ଏନ୍ଏସିର ମାନ୍ୟତା ନମିଳିଲେ ପ୍ରଶାସନକୁ ଅଚଳ କରାଯିବ, ଦରକାର ପଡିଲେ ତହସିଲ ଘେରାଉ ହେବ

mahabharatanews