ଓଡିଶା

ରେଳ ଲାଇନକୁ ଉପରକୁ ଚଢ଼ିଗଲା ଏକ ବସ୍

(ସମ୍ବଲପୁର) :  ରେଳ ଲାଇନକୁ ଉପରକୁ ଚଢ଼ିଗଲା ଏକ ବସ୍ । ଘଟଣାସ୍ଥଳରେ କେହି ମୃତ ହୋଇନଥିବା ବେଳେ ବସଟି ଭାରସାମ୍ୟ ହରାଇଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସ୍ଥିତ ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ। ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଭୁବନେଶ୍ବରରୁ ବରଗଡ଼ ଆସୁଥିବା ନଡ଼ିଆରାଣୀ ବସ୍ ଭାରସାମ୍ୟ ହରାଇ ସମ୍ବଲପୁର ସ୍ଥିତ ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରେଳ ଲାଇନକୁ ମାଡ଼ିଯାଇଥିଲା। ୧୦ ସେକେଣ୍ଡ ପୂର୍ବରୁ ସେହି ଲାଇନରେ ଏକ ମାଲବାହୀ ଟ୍ରେନ୍ ଯାଇଥିଲା। ବୋଧହୁଏଏହି କାରଣରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ବସ୍।

 

Related posts

ମୋ ସରକାରରେ ସାମିଲ ହେବ କୋଭିଡ୍‌ ପରିଚାଳନା

mahabharatanews

ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ !

mahabharatanews

ଅଧିକାରୀ ଓ ପେନ୍ସନରମାନଙ୍କ ହିତକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

mahabharatanews