ଓଡିଶା

 ପଞ୍ଚମ ପର୍ଯ୍ୟାୟ ଭୋଟିଂ,ଆଜି ସରିବ ପ୍ରଚାର

(ଦିଲ୍ଲୀ) : ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବାକୁ ଥିବା ବେଳେ ଦେଶରେ ପଞ୍ଚମ ପର୍ଯ୍ୟାୟ ପାଇଁ ହେବ ଭୋଟିଂ । ତେବେ ଆଜି ସରୁଛି ପ୍ରଚାର, ଶେଷ ଦିନରେ ପ୍ରଚାର ମୈଦାନକୁ ଉହ୍ଲାଇବେ ବିଭିନ୍ନ ଦଳର ହେବିୱେଟ୍ ନେତା । ୮ଟି ରାଜ୍ୟ ଓ ୪୯ଟି କେନ୍ଦ୍ରଶାସିତ ଅଞ୍ଚଳର ଲୋକସଭା ସିଟ୍ ମତଦାନ ହେବ ।

ସୂଚନାନୁଯାୟୀ, ଏହି ପର୍ଯ୍ୟାୟରେ ୬୯୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ପଞ୍ଚମ ପର୍ଯ୍ୟାୟରେ ଉତ୍ତରପ୍ରଦେଶର ୧୪ଟି ଆସନ, ପଶ୍ଚିମବଙ୍ଗର ୭ଟି, ଓଡ଼ିଶାର ୫ଟି, ଜମ୍ମୁ କାଶ୍ମୀରର ୧, ବିହାରର ୫ଟି ଆସନ, ଝାଡ଼ଖଣ୍ତର ୩ଟି ଆସନ, ଲଦାଖର ୧ଟି ଆସନରେ ପଡିବ ଭୋଟ । ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ  ।

Related posts

ଚତୁର୍ଥୀ ତିଥିରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି

mahabharatanews

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିର୍ବାଚନ ସଫଳତା ପାଇଁ ଅଭିନନ୍ଦନ

mahabharatanews

ରାହୁଲଙ୍କୁ ସ୍ୱାମୀ ଚକ୍ରପାଣିଙ୍କ କଟାକ୍ଷ

mahabharatanews