ସୋଆ ପ୍ରଫେସରଙ୍କୁ ଭିଡିଗୁଡ ଇଣ୍ଟରନ୍ୟାସନାଲ ସାଇଣ୍ଟିଷ୍ଟ ଆୱାର୍ଡରେ ସମ୍ମାନିତ
(ଭୁବନେଶ୍ୱର): ବିଶିଷ୍ଟ ଗବେଷକ ତଥା ସୋଆ ପରିଚାଳିତ ବାୟୋଫୁଏଲ୍ ଆଣ୍ଡ ବାୟୋପ୍ରୋସେସିଙ୍ଗ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ ପ୍ରଫେସରର ଲାଲା ବିହାରୀ ଶୁକ୍ଲାଙ୍କୁ ଇଞ୍ଜିନିଆରିଂ, ବିଜ୍ଞାନ ଓ ଔଷଧ କ୍ଷେତ୍ର ନିମନ୍ତେ ଭିଡିଗୁଡ୍ ଇଣ୍ଟରନ୍ୟାସନାଲ ସାଇଣ୍ଟିଷ୍ଟ...
