ଦୁର୍ଘଟଣାଦେଶ ବିଦେଶଭାରତତେଜସ୍ ପାଇଲଟ୍ ୱିଙ୍ଗ କମାଣ୍ଡର ନମଂଶଙ୍କର ଆଜି ସମ୍ପନ୍ନ ହେବ ଶେଷକୃତ୍ୟmahabharatanewsNovember 23, 2025 by mahabharatanewsNovember 23, 2025019 ଦୁବାଇ ଏୟାର ଶୋ’ରେ ଏକ ପ୍ରଦର୍ଶନୀ ସମୟରେ ଦେଶର ଗର୍ବ, ତେଜସ ହାଲୁକା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଧକ୍କା ହେବା ମାତ୍ରେ ବିମାନଟି ନିଆଁ ପିଣ୍ଡୁଳାରେ...
ଖେଳଦେଶ ବିଦେଶସେମିଫାଇନାଲରେ ଭାରତ ଏ ଦଳକୁ ପରାସ୍ତ କରି ବାଂଲାଦେଶ ଏ ଦଳ ରାଇଜିଂ ଷ୍ଟାର୍ସ ଏସିଆ କପର ଫାଇନାଲରେ ପ୍ରବେଶ କରିଛିmahabharatanewsNovember 23, 2025 by mahabharatanewsNovember 23, 2025013 ଭାରତ ଏ ଦଳର ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ ଟାଇଟାଲ ଜିତିବାର ସ୍ୱପ୍ନ ଭାଙ୍ଗିଲା । ବାଂଲାଦେଶ ଏ ବିପକ୍ଷରେ ଏକ ରୋମାଞ୍ଚକର ସେମିଫାଇନାଲ ମ୍ୟାଚରେ ଭାରତ ଏ ସୁପର ଓଭରରେ ପରାସ୍ତ...
ଓଡିଶାଦେଶ ବିଦେଶଟିମ୍ ଇଣ୍ଡିଆକୁ ଝଟକା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦିନିକିଆ ସିରିଜ୍ ଖେଳିବେ ନାହିଁ ଶୁଭମନ ଗିଲ୍mahabharatanewsNovember 23, 2025November 23, 2025 by mahabharatanewsNovember 23, 2025November 23, 2025021 ବେକରେ ଆଘାତ ଯୋଗୁଁ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦିନିକିଆ ସିରିଜ୍ ଖେଳିପାରିବେ ନାହିଁ । ପ୍ରଥମ ଟେଷ୍ଟରେ ବ୍ୟାଟିଂ କରୁଥିବାବେଳେ ଗିଲଙ୍କ ବେକରେ ଆଘାତ ଲାଗିଥିଲା ।...
ଦେଶ ବିଦେଶଭାରତସ୍ୱାସ୍ଥ୍ୟଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧିକୁ ଦେଖି ସରକାରଙ୍କ ନୂଆ ନିୟମmahabharatanewsNovember 23, 2025 by mahabharatanewsNovember 23, 2025022 ଦିଲ୍ଲୀରେ ଅଣାୟତ୍ତ ହେବାରେ ଲାଗିଛି ପ୍ରଦୂଷଣ । ଧିରେଧିରେ ବଢିବାରେ ଲାଗିଛି ପ୍ରଦୂଷଣର ମାତ୍ରା । କହିବାକୁ ଗଲେ ଦିଲ୍ଲୀର ପବନ ପୁରାପୁରି ବିଷାକ୍ତ ହୋଇଯାଇଛି । ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦେଖି ଏକ...
ଖେଳଦେଶ ବିଦେଶଅଷ୍ଟ୍ରେଲିଆନ୍ ଓପନ୍ ସୁପର୍ ୫୦୦ର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍mahabharatanewsNovember 22, 2025 by mahabharatanewsNovember 22, 2025017 ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍ ଅଷ୍ଟ୍ରେଲିଆନ୍ ଓପନ୍ ସୁପର୍ ୫୦୦ର ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି, ସେମିଫାଇନାଲ୍ରେ ବିଶ୍ୱର ୬ ନମ୍ବର ଖେଳାଳି ଚାଇନିଜ୍ ତାଇପେର ଚୌ ତିଏନ୍ ଚେନ୍ଙ୍କ ବିପକ୍ଷରେ...
ଖେଳଦେଶ ବିଦେଶ୧୬ ତାରିଖରେ ହେବ ମିନି ଅକ୍ସନmahabharatanewsNovember 22, 2025 by mahabharatanewsNovember 22, 2025026 ନୂଆଦିଲ୍ଲୀ: ସମସ୍ତ ଫ୍ରାଞ୍ଚାଇଜ୍ ଆଇପିଏଲ୍ ୨୦୨୬ ପାଇଁ, ସେମାନଙ୍କ ରିଟେନ୍ ଏବଂ ରିଲିଜ୍ ହୋଇଥିବା ଖେଳାଳିଙ୍କ ତାଲିକା ପ୍ରକାଶ କରିଛନ୍ତି । ଡିସେମ୍ବର ୧୬ ତାରିଖରେ ଆବୁଧାବିରେ ହେବାକୁ ଯାଉଛି ୨୦୨୬ ମିନି ଅକ୍ସନ...
ଖେଳଦେଶ ବିଦେଶଗୌହାଟିର ଷ୍ଟାଡିୟମରେ ଚାଲିଛି ଭାରତ ଓ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟmahabharatanewsNovember 22, 2025 by mahabharatanewsNovember 22, 2025020 ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ । ଗୌହାଟୀ ବର୍ଷାପଡ଼ା ଷ୍ଟାଡିୟମରେ ଖେଳାଯାଉଛି ମ୍ୟାଚ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଦ.ଆଫ୍ରିକା ।...
ଦେଶ ବିଦେଶଇଣ୍ଡୋନେସିଆର ସୁମେରୁ ପର୍ବତରୁ ଲାଭା ଉଦଗୀରଣmahabharatanewsNovember 20, 2025 by mahabharatanewsNovember 20, 2025023 ଇଣ୍ଡୋନେସିଆର ସବୁଠାରୁ ଉଚ୍ଚ ଶିଖର ମଧ୍ୟରୁ ଗୋଟିଏ ମାଉଣ୍ଟ ସୁମେରୁରେ ବିସ୍ଫୋରଣ ପରେ, କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ 900 ରୁ ଅଧିକ ବାସିନ୍ଦାଙ୍କୁ ସ୍ଥାନାନ୍ତର କରିଛନ୍ତି। ଏହା ବ୍ୟତୀତ, ଜ୍ୱାଳାମୁଖୀ ବିସ୍ଫୋରଣ ପରେ ସେହି ଅଞ୍ଚଳରେ...
ଓଡିଶାଖେଳଦେଶ ବିଦେଶନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛିmahabharatanewsNovember 19, 2025 by mahabharatanewsNovember 19, 2025019 ରଣଜୀ ଟ୍ରଫିରେ ଓଡ଼ିଶା ଦଳ ଚଳିତ ସିଜନରେ ତା’ର ପ୍ରଥମ ବିଜୟ ହାସଲ କରିଛି। କିଟ୍ ଷ୍ଟାଡିୟମରେ ନାଗାଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଓଡ଼ିଶା ଦଳ ୨୯୯ ରନ୍ର ବିଶାଳ ବ୍ୟବଧାନରେ ବିଜୟୀ...
ଦେଶ ବିଦେଶରାଜନୀତିଉପମୁଖ୍ୟମନ୍ତ୍ରୀ ପାଇଁ ମନୋନୀତ ହେଲେ ଏହି ନେତା, ଆସନ୍ତା କାଲି ଶପଥ ସମାରୋହmahabharatanewsNovember 19, 2025 by mahabharatanewsNovember 19, 2025043 ବିହାର ବିଧାନସଭା ନିର୍ବାଚନ ପରେ, ଜେଡିୟୁ ନୀତିଶ କୁମାରଙ୍କୁ ପୁନଃ ନେତା ଭାବରେ ନିର୍ବାଚିତ କରିଛି। ଏହାର ଅର୍ଥ ନୀତିଶ କୁମାର ପରବର୍ତ୍ତୀ ସରକାରର ମୁଖ୍ୟମନ୍ତ୍ରୀ ହେବେ। ଏନଡିଏ ବିଧାୟକ ଦଳ ବୈଠକରେ ଯୋଗ...