Category : ଦେଶ ବିଦେଶ

ଓଡିଶାଦେଶ ବିଦେଶଵାଣିଜ୍ୟ

ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ସୁନା ଏବଂ ରୁପାର ମୂଲ୍ୟ

mahabharatanews
ସୁନା ଏବଂ ରୁପାର ମୂଲ୍ୟ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି । ସୁନା ଭରି ଏବେ ଦୁଇ ଲକ୍ଷ ମୁହାଁ ହୋଇଥିବା ବେଳେ, ୪ ଲକ୍ଷ ପାର ହୋଇଛି ରୁପା । ସୁନା...
ଦେଶ ବିଦେଶ

ପୁଣି ଚିନ୍ତା ବଢ଼ାଇଲା ଉତ୍ତର କୋରିଆ

mahabharatanews
ପୁଣି ଚିନ୍ତା ବଢ଼ାଇଲା ଉତ୍ତର କୋରିଆ । ସମୁଦ୍ରରେ ମିସାଇଲ୍ ପରୀକ୍ଷଣ କରି ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି । ଉତ୍ତର କୋରିଆ ଏହାର ପୂର୍ବ ଜଳଭାଗ ଆଡ଼କୁ କ୍ଷୁଦ୍ର ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର...
ଦେଶ ବିଦେଶ

ଶତାବ୍ଦୀର ସବୁଠୁ ବଡ଼ ବରଫ ଝଡ଼, ଘରୁ ନ ବାହାରିବାକୁ ପରାମର୍ଶ 

mahabharatanews
ଆମେରିକାରେ ଗତ ଜାନୁଆରୀ ୨୫ତାରିଖରୁ ଆରମ୍ଭ ହୋଇଥିବା ବରଫ ଝଡ ଏବେ ଅଧିକ ଘାତକ ହେବାରେ ଲାଗିଲାଣି । ଶକ୍ତିଶାଳୀ ଶୀତକାଳୀନ ଝଡ଼ ସମଗ୍ର ଆମେରିକାରେ ବ୍ୟାପକ ବାଧା ସୃଷ୍ଟି କରିଛି, ଯେଉଁଥିରେ ଅତି...
ଦେଶ ବିଦେଶରାଜନୀତି

ଅଜିତ ପାୱାରଙ୍କ ନିଧନରେ ମହାରାଷ୍ଟ୍ରରେ ତିନି ଦିନିଆ ଶୋକ

mahabharatanews
ଅଜିତ ପାୱାରଙ୍କ ନିଧନରେ ସାରା ଭାରତରେ ଶୋକର ଛାୟା ଖେଳିଯାଇଛି । ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀଙ୍କ ନିଧନରେ ୩ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରାଯିବାକୁ ଘୋଷଣା କରାଯାଇଛି । ଅଧିକାରୀମାନେ କହିଛନ୍ତି...
ଓଡିଶାଦେଶ ବିଦେଶରାଜନୀତି

ଏଆଇସିସି ସଭାପତି ଖଡ଼ଗେଙ୍କୁ ଭେଟିଲେ ଆରୋ ପ୍ରସାଦ

mahabharatanews
ଅଖିଳ ଭାରତୀୟ କଂଗ୍ରେସ କମିଟିର ରିସର୍ଚ୍ଚ ବିଭାଗର ଜାତୀୟ ସଂଯୋଜକ ଶ୍ରୀ ଆରୋ ପ୍ରସାଦ ମିଶ୍ର ଏଆଇସିସି ସଭାପତି ମଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି । ଶ୍ରୀ ମିଶ୍ର ଏଆଇସିସି ସଭାପତି ଶ୍ରୀ କାଡ଼ଗେଙ୍କ ବାସଭବନ୧୦,ରାଜାଜୀ...
ଖେଳଦେଶ ବିଦେଶବିଶ୍ୱଭାରତ

ନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ।

mahabharatanews
ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟରେ ୧୦ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ସେ ଏକ ଭାବପ୍ରବଣ ପ୍ରତିକ୍ରିୟା ଦେଇଛନ୍ତି। ହାର୍ଦ୍ଦିକ ଏହାକୁ ତାଙ୍କ କ୍ୟାରିୟରର ଏକ ନୂତନ ଆରମ୍ଭ...
ଖେଳଦେଶ ବିଦେଶ

ବିଶ୍ବକପ ପୂର୍ବରୁ ହଠାତ ନେଲେ ଅବସର

mahabharatanews
ବିଶ୍ବକପ ପୂର୍ବରୁ ହଠାତ ଅବସର ନେଲେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର କେନ୍ ରିଚାର୍ଡସନ । ରିଚାର୍ଡସନ ଆଜି ସବୁ ଫର୍ମାଟରୁ ଅବସର ନେଇଛନ୍ତି ଯାହାଫଳରେ ୧୭ ବର୍ଷରେ ତାଙ୍କର ବୃତ୍ତିଗତ କ୍ୟାରିଅରରେ ପଡ଼ିଛି ପୂର୍ଣ୍ଣଛେଦ...
ଦେଶ ବିଦେଶ

ଇରାନ ସୀମାରେ ଆମେରିକୀୟ ଯୁଦ୍ଧ ଜାହାଜ

mahabharatanews
ଇରାନ ସୀମାର ଫୁଲ ସ୍କେଲ୍ ମିଲିଟାରୀ ଷ୍ଟ୍ରାଇକ ପାଇଁ ପ୍ରସ୍ତୁତ ଆମେରିକୀୟ ଯୁଦ୍ଧ ଜାହାଜ । ୟୁଏସଏସ ଆବ୍ରାହମ ଲିଙ୍କନ ବିମାନ ବାହକ ଏବଂ ଏହା ସହିତ ଗାଇଡେଡ୍ ମିସାଇଲ୍ ବିଧ୍ୱଂସକଙ୍କ ଆଗମନ ଆମେରିକାକୁ...
ଦେଶ ବିଦେଶ

ସାଉଥ୍‌ ଅଭିନେତା ପ୍ରକାଶ ରାଜ୍‌ ପୁଣି ଚର୍ଚ୍ଚାରେ

mahabharatanews
ସାଉଥ୍‌ ଅଭିନେତା ପ୍ରକାଶ ରାଜ୍‌ ପୁଣି ଚର୍ଚ୍ଚାରେ । ପ୍ରକାଶ ରାଜ୍‌ ସିଂଘମ (୨୦୧୧), ଦବଙ୍ଗ ୨ (୨୦୧୨), ଏବଂ ୱାଣ୍ଟେଡ୍ (୨୦୦୯) ଭଳି ଅନେକ ବଲିଉଡ୍ ଫିଲ୍ମରେ କାମ କରିଛନ୍ତି। ତଥାପି, ଜାତୀୟ...
ଦୁର୍ଘଟଣାଦେଶ ବିଦେଶ

ମେକ୍ସିକୋରେ ଫୁଟବଲ ମ୍ୟାଚ୍ ସମୟରେ ଆଖିବୁଜା ଗୁଳିମାଡ଼

mahabharatanews
ମେକ୍ସିକୋର ଗୁଆନାଜୁଆତେ ରାଜ୍ୟ ସ୍ଥିତ ସଲମାଙ୍କା ସହରରେ ଫୁଟବଲ ମ୍ୟାଚ୍ ସମୟରେ ଆଖିବୁଜା ଗୁଳିମାଡ଼ । ମେକ୍ସିକୋର କେନ୍ଦ୍ରୀୟ ରାଜ୍ୟ ଗୁଆନାଜୁଆଟୋର ଏକ ଫୁଟବଲ୍ ପଡ଼ିଆରେ କିଛି ପୁରୁଷ ଗୁଳି ଚଳାଇବାରୁ ଅତି କମରେ ୧୧ ଜଣଙ୍କର...