ଓଡିଶାଖେଳଦେଶ ବିଦେଶବାରବାଟୀରେ ପରାସ୍ତ ହେବା ଧାରାକୁ ଭାଙ୍ଗି ପାରିବକି ଭାରତ ?mahabharatanewsDecember 9, 2025 by mahabharatanewsDecember 9, 2025076 ବାରବାଟୀ ମ୍ୟାଚ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ସମୟ ଯେତିକି ଗଡ଼ୁଛି ଉତ୍କଣ୍ଠା ସେତିକି ବଢୁଛି । ବାସ ଆଉ କେଇ ଘଣ୍ଟାକୁ ଅପେକ୍ଷା । ସନ୍ଧ୍ୟା ୭ଟାରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା...
ଦେଶ ବିଦେଶଭାରତରାଜନୀତିକେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଲେ ରାହୁଲmahabharatanewsDecember 9, 2025December 9, 2025 by mahabharatanewsDecember 9, 2025December 9, 2025075 ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲୋକସଭାରେ ବକ୍ତବ୍ୟ ରଖିଥିଲେ। ଭୋଟର ତାଲିକା ଅପଡେଟ୍ ସମୟରେ ଅନେକ ରାଜ୍ୟରେ ହୋଇଥିବା...
ଦେଶ ବିଦେଶରାଜନୀତିଭୋଟର ତାଲିକା ବିବାଦରେ ସୋନିଆ ଗାନ୍ଧୀଙ୍କୁ କୋର୍ଟ ନୋଟିସ, ନାଗରିକତା ବିନା ଭୋଟର ହେବାର ଅଭିଯୋଗmahabharatanewsDecember 9, 2025 by mahabharatanewsDecember 9, 2025086 ଭୋଟର ତାଲିକା ମାମଲାରେ ଦିଲ୍ଲୀର ଏକ କୋର୍ଟ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ନୋଟିସ ଜାରି କରିଛନ୍ତି। ଅଭିଯୋଗ ହୋଇଛି ଯେ ସୋନିଆ ଗାନ୍ଧୀ ଭାରତୀୟ ନାଗରିକତା ଗ୍ରହଣ କରିବା ପୂର୍ବରୁ ଭୋଟର ହୋଇଥିଲେ।...
ଦେଶ ବିଦେଶହସିନା ଯେତେଦିନ ଚାହିଁବେ ଭାରତରେ ରହିପାରିବେ : ଜୟଶଙ୍କରmahabharatanewsDecember 7, 2025 by mahabharatanewsDecember 7, 2025083 ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶର ଆହ୍ୱାନ ମଧ୍ୟରେ, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଭାରତରେ ତାଙ୍କର ରହିବା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ଏବଂ ଗତ ବର୍ଷ ଦେଶରେ...
ଦେଶ ବିଦେଶକାହିଁକି ଇଣ୍ଡିଗୋ ଉଡାଣରେ ବାଧା ସୃଷ୍ଟି ହେଉଛି, ଜାଣନ୍ତୁ ପ୍ରକୃତ କାରଣmahabharatanewsDecember 6, 2025 by mahabharatanewsDecember 6, 2025080 ଭାରତର ସର୍ବବୃହତ ବିମାନ କମ୍ପାନୀ, ଇଣ୍ଡିଗୋ ଏୟାରଲାଇନ୍ସ ଏବେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛି। ପାଇଲଟ୍ ଅଭାବ ଯୋଗୁଁ ପୂର୍ଣ୍ଣ କାର୍ୟ୍ୟରେ ବାଧା ସୃଷ୍ଟି ହେଉଥିବାରୁ କ୍ରମାଗତ ତୃତୀୟ ଦିନ, ଗୁରୁବାର ପାଇଁ ଏହା...
ଓଡିଶାଖେଳଦେଶ ବିଦେଶକଡା ସୁରକ୍ଷା ବଳୟ ଭିତରେ ରହିବ ବାରବାଟୀ ଷ୍ଟାଡିଅମmahabharatanewsDecember 5, 2025 by mahabharatanewsDecember 5, 20250104 ଡିସେମ୍ବର ୯ରେ ବାରବାଟୀ ଷ୍ଟାଡିଅମରେ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ । କଡା ସୁରକ୍ଷା ବଳୟ ଭିତରେ ରହିବ ଷ୍ଟାଡିଅମ ।ନିୟୋଜିତ ହେବେ ୪୦ ପ୍ଲାଟୁନ ଫୋର୍ସ । ପ୍ରତି ସିଫ୍ଟରେ...
ଖେଳଦେଶ ବିଦେଶଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛିmahabharatanewsDecember 4, 2025 by mahabharatanewsDecember 4, 2025087 ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ବିସିସିଆଇ ପକ୍ଷରୁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି...
ଦେଶ ବିଦେଶଭାରତଆଜି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ, ଦିବ୍ୟାଙ୍ଗଙ୍କ ପାଇଁ ଦିନଟିଏmahabharatanewsDecember 3, 2025 by mahabharatanewsDecember 3, 2025084 ଆଜି ହେଉଛି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ । ସାରା ବିଶ୍ୱରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଉଛି ଏହି ଦିବସ । ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ଆନ୍ତର୍ଜାତୀୟ...
ଦେଶ ବିଦେଶଭାରତଏବେ ବି ପାକିସ୍ତାନ ଉପରେ ଆର୍ଥିକ ଚାପ ପକାଉଛି ଅପରେସନ ସିନ୍ଦୁରmahabharatanewsDecember 2, 2025 by mahabharatanewsDecember 2, 2025079 ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠି ଅପରେସନ ସିନ୍ଦୂର ସମୟରେ ସୁରକ୍ଷା ବାହିନୀ ଦ୍ୱାରା ପାକିସ୍ତାନ ଉପରେ ହୋଇଥିବା କ୍ଷତିର ଏକ ବିସ୍ତୃତ ବିବରଣୀ ସେୟାର କରିଛନ୍ତି। ନୌସେନା ମୁଖ୍ୟ କହିଛନ୍ତି ଯେ...
ଦେଶ ବିଦେଶପ୍ରଯୁକ୍ତିଭାରତବ୍ରହ୍ମୋସ୍ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣmahabharatanewsDecember 2, 2025 by mahabharatanewsDecember 2, 2025088 ବଢ଼ିଲା ଭାରତୀୟ ସେନାର ଶକ୍ତି । ଭାରତୀୟ ସେନା ବଙ୍ଗୋପସାଗରର ଏକ ପରୀକ୍ଷଣ ପରିସରରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଏକ ଯୁଦ୍ଧ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳତାର ସହ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ନିଶ୍ଚିତ...