ଓଡିଶାପାଣିପାଗବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପmahabharatanewsJuly 19, 2024 by mahabharatanewsJuly 19, 2024095 ଭୁବନେଶ୍ବର:କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାକୁ ଲାଗିଥିବା ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଅଧିକ ଘନିଭୂତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ...
ଓଡିଶାପାଣିପାଗଆସୁଛି ବର୍ଷା, ୧୪ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ଏସଆରସିmahabharatanewsJuly 19, 2024July 19, 2024 by mahabharatanewsJuly 19, 2024July 19, 2024094 ଭୁବନେଶ୍ବର: ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଭାଗରେ ଜାରି ରହିଛି ବର୍ଷା । ଆଗକୁ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଏଥିପାଇଁ ରାଜ୍ୟ ସରକାର ୧୪ଟି ଜିଲ୍ଲାର ଜିଲ୍ଲାପାଳ...
ଓଡିଶାପାଣିପାଗ୭ ଦିନ ଯାଏଁ ପ୍ରବଳ ବର୍ଷାmahabharatanewsJuly 17, 2024July 17, 2024 by mahabharatanewsJuly 17, 2024July 17, 20240202 ଭୁବନେଶ୍ବର: ୭ ଦିନ ଯାଏଁ ବର୍ଷାରୁ ନାହିଁ ନିସ୍ତାର । ବର୍ଷାରେ ଭିଜିବ ଓଡ଼ିଶା । ୬ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ବାର୍ଣ୍ଣିଂ । ୧୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବାରୁ...
ପାଣିପାଗଭାରତଦିଲ୍ଲୀ ବର୍ଷା, ଭାଙ୍ଗିଲା ୮୮ ବର୍ଷର୍ର ରେକର୍ଡmahabharatanewsJune 28, 2024 by mahabharatanewsJune 28, 2024084 ନୂଆଦିଲ୍ଲୀ: ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ । ଦିଲ୍ଲୀରେ ବର୍ଷା ବିତ୍ପାତ । ଦିଲ୍ଲୀ-ଏନସିଆରରେ ଲଗାଣ ବର୍ଷା ଦିଲ୍ଲୀ ବାସୀଙ୍କ ସ୍ଥିତି ବେହାଲ କରିଛି । କୃତ୍ରିମ ବନ୍ୟାରେ...
ଓଡିଶାପାଣିପାଗଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷାmahabharatanewsJune 26, 2024 by mahabharatanewsJune 26, 20240110 ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି । ଏନଏଚ ୧୬ରେ ଜଳବନ୍ଦୀ ପାଇଁ ଟ୍ରାଫିକ୍ ଜାମ ରହିଛି । ଯାତାୟତରେ ଅସୁବିଧା...
ଓଡିଶାପାଣିପାଗସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୯ରୁ ପ୍ରବଳ କାଚିବmahabharatanewsJune 25, 2024June 25, 2024 by mahabharatanewsJune 25, 2024June 25, 20240110 ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଆଗାମୀ ୫ ଦିନ ଯାଏଁ ରାଜ୍ୟରେ ବର୍ଷା ଲାଗିରହିବ । ୨୯ ତାରିଖ ଯାଏଁ ବର୍ଷା ନେଇ ଆଲର୍ଟ ଜାରି...
ଓଡିଶାପାଣିପାଗତାତିରୁ ମିଳିବ ତ୍ରାହି, ୨୬ରୁ ରାଜ୍ୟରେ ବଢ଼ିବ ବର୍ଷାmahabharatanewsJune 24, 2024June 24, 2024 by mahabharatanewsJune 24, 2024June 24, 20240122 ଭୁବନେଶ୍ୱର: ତାତିରୁ ମିଳିବ ଆଶ୍ୱସ୍ତି । ବଙ୍ଗୋପସାଗରରେ ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହାର ପ୍ରଭାବରେ ରାଜ୍ୟରେ ୨୬ ତାରିଖରୁ ବଢ଼ିବ ବର୍ଷା । ଏନେଇ ସୂଚନା ଦେଇଛନ୍ତି ପାଣିପାଗ...
ଓଡିଶାପାଣିପାଗଆସନ୍ତା ୩ରୁ୪ ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁmahabharatanewsJune 5, 2024June 5, 2024 by mahabharatanewsJune 5, 2024June 5, 20240112 ଭୁବନେଶ୍ୱର: ଆସନ୍ତା ୩ରୁ୪ ଦିନ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରଥମେ ଦକ୍ଷିଣ ଓଡିଶା ପ୍ରଦେଶ କରିବା ପରେ ଅନ୍ୟ ଅଞ୍ଚଳ ଗୁଳିକ ସ୍ପର୍ଶ କରିବ । ଓଡିଶାରେ ମୌସୁମୀ...
ଓଡିଶାପାଣିପାଗପୁଣି ଥରେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ପାର୍ କରିବ ତାପମାତ୍ରାmahabharatanewsApril 13, 2024April 13, 2024 by mahabharatanewsApril 13, 2024April 13, 20240122 ଭୁବନେଶ୍ୱର: ଧୁ ଧୁ ଖରାରେ ଅସ୍ତବ୍ୟସ୍ତ ଜନଜୀବନ । ଉପକୂଳରୁ ଉପାନ୍ତ ସବୁଠି ଦେଖିବାକୁ ମିଳୁଛି ତାତିର ଦାଉ । ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ଜୀବ ଜଗତକୁ ଅତିଷ୍ଠ କଲାଣି । ଏହାରିଭିତରେ...
ଓଡିଶାପାଣିପାଗଆସନ୍ତାକାଲି ଘନ କୁହୁଡି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂmahabharatanewsFebruary 13, 2024February 13, 2024 by mahabharatanewsFebruary 13, 2024February 13, 20240112 ଭୁବନେଶ୍ୱର: ଘନକୁହୁଡିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟ ବାସୀ । ରାଜ୍ୟକୁ ବର୍ତ୍ତମାନ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳୁଛି । ଏଥି ପାଇଁ କିଛି...