ଓଡିଶାଆଜି ପୁରା ଓଡ଼ିଶାରେ ବର୍ଷିବmahabharatanewsMay 5, 2026 by mahabharatanewsMay 5, 2026032 ରାଜ୍ୟରେ ଜାରି ରହିଛି କାଳବୈଶାଖୀ ବର୍ଷା। ଆଜି ପୁରା ଓଡ଼ିଶାରେ ବର୍ଷିବ । ଆଜି ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ଝଡ଼, ବର୍ଷା ସାଙ୍ଗକୁ ବର୍ଷା। କଟକ, ଭୁବନେଶ୍ବର ସମେତ ପୁରୀରେ ବି ସକାଳୁ...
ଓଡିଶାପାଣିପାଗକୁଆପଥର ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରିmahabharatanewsMay 1, 2026 by mahabharatanewsMay 1, 2026019 ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା। କାଳବୈଶାଖୀ ପ୍ରଭାବରେ ଆସନ୍ତା ଦୁଇ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ତାପମାତ୍ରା । କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ...
ଓଡିଶାପାଣିପାଗଭାରତସତର୍କତା ଜାରିକଲା ଭାରତୀୟ ପାଣିପାଗ ବିଭାଗ ଆଗକୁ ଆହୁରି ଜାଳିବ ।mahabharatanewsApril 16, 2026April 16, 2026 by mahabharatanewsApril 16, 2026April 16, 2026025 ଦେଶ ଓ ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଓଗଊ ଅନୁଯାୟୀ, ଉତ୍ତର-ପଶ୍ଚିମ ଭାରତରେ ପଶ୍ଚିମା ପବନ ସହିତ ଏକ ପଶ୍ଚିମା ଝଡ ସକ୍ରିୟ ଅଛି। ଯାହା ୧୬ ତାରିଖ ରାତିରେ ଏକ...
ଓଡିଶାପାଣିପାଗ୧୦ ତାରିଖ ଯାଏ କାଳବୈଶାଖୀର ପ୍ରଭାବ ରହିବmahabharatanewsApril 6, 2026 by mahabharatanewsApril 6, 2026023 ଝଡବର୍ଷା ଲାଗି ସାମାନ୍ୟ ଆଶ୍ୱସ୍ତି ପାଇଲେ ରାଜ୍ୟବାସୀ। ଉତ୍ତର ଭାରତରେ ଏକାଧିକ ପଶ୍ଚିମା ଝଡ଼ ସକ୍ରିୟ ହେବା ଯୋଗୁଁ ଦେଶର ବିଭିନ୍ନ ରାଜ୍ୟରେ ପାଣିପାଗ ବିଗିଡ଼ିବାକୁ ଯାଉଛି । ତାତିରେ ସମସ୍ତେ ତ୍ରାହି ତ୍ରାହି...
ଓଡିଶାପାଣିପାଗହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶାmahabharatanewsDecember 7, 2025 by mahabharatanewsDecember 7, 2025032 ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା । ଉପକୂଳରୁ ପଶ୍ଚିମ ଏବଂ ପାହାଡିଆ ଅଞ୍ଚଳ, ସବୁଠି ଏବେ ଅସହ୍ୟ ଶୀତ ଲହରି ଜାରି ରହିଛି । ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ପ୍ରବଳ ଶୀତ ଅନୁଭୂତ...
ଓଡିଶାପାଣିପାଗଲ୍ୟାଣ୍ଡଫଲ କଲା ବାତ୍ୟା ସେନ୍ୟାରmahabharatanewsNovember 26, 2025 by mahabharatanewsNovember 26, 2025028 ଲ୍ୟାଣ୍ଡଫଲ କଲା ବାତ୍ୟା ସେନ୍ୟାର । ନଭେମ୍ବର ମାସ ଶେଷକୁ ପୁଣି ଆସିଲା ଆଉ ଏକ ବାତ୍ଯା। ଇଣ୍ଡୋନେସିଆ ଉପକୂଳରେ ଏହା ସ୍ଥଳ ଭାଗ ଅତିକ୍ରମ କରିଛି । ସ୍ଥଳଭାଗ ଛୁଇଁବା ବେଳକୁ ପନବର...
ଓଡିଶାଶୀତଦିନରେ ଘାରିଲାଣି ବର୍ଷାର ଭୟ , ଛାନିଆ ହେଲେଣି ଚାଷୀmahabharatanewsNovember 20, 2025 by mahabharatanewsNovember 20, 2025034 ଶୀତଦିନରେ ଘାରିଲାଣି ବର୍ଷାର ଭୟ , ଛାନିଆ ହେଲେଣି ଚାଷୀ । ଶନିବାର ୨୨ ତାରିଖ ବେଳକୁ ବଙ୍ଗୋପସାଗରରେ ଆସୁଛି ଲଘୁଚାପ । ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହା ପ୍ରଭାବରେ ୨୨ ବେଳକୁ ଲଘୁଚାପ କ୍ଷେତ୍ର...
ଓଡିଶାପାଣିପାଗଆସନ୍ତାକାଲି ଘନ କୁହୁଡି ନେଇ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂmahabharatanewsFebruary 13, 2024February 13, 2024 by mahabharatanewsFebruary 13, 2024February 13, 20240133 ଭୁବନେଶ୍ୱର: ଘନକୁହୁଡିରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟ ବାସୀ । ରାଜ୍ୟକୁ ବର୍ତ୍ତମାନ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ରାଜ୍ୟର ଅନେକ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳୁଛି । ଏଥି ପାଇଁ କିଛି...
ଓଡିଶାପାଣିପାଗପାଗରେ ପରିବର୍ତ୍ତନ ଖରାରୁ ସାମାନ୍ୟ ଆସ୍ୱସ୍ତିmahabharatanewsFebruary 9, 2024February 9, 2024 by mahabharatanewsFebruary 9, 2024February 9, 20240152 ଭୁବନେଶ୍ୱର: ମାଘରେ ଅସମ୍ଭାଳ ଖରା । ଏବେଠୁ ତାତିରେ ଛଟପଟ ହୋଉଛି ଜନ ଜୀବନ । କିନ୍ତୁ ଆଜି ରାଜ୍ୟ ବାସୀଙ୍କୁ ମିଳିଛି ସାମାନ୍ୟ ଆସୋସ୍ତି । ପାଗରେ ଦେଖା ଦେଇଛି ପରିବର୍ତ୍ତନ ।...
ଓଡିଶାବଙ୍ଗୋପସାଗରରେ ସୃଷ୍ଚି ହେଲା ବାତ୍ୟା ‘ହାମୁନ୍’mahabharatanewsOctober 24, 2023October 24, 2023 by mahabharatanewsOctober 24, 2023October 24, 20230160 ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଚି ହେଲା ବାତ୍ୟା ହାମୁନ୍ । ଗଭୀର ଅବପାତ ଆଜି ସାଇକ୍ଲୋନ୍ ଷ୍ଟର୍ମରେ ପରିଣତ ହୋଇଛି । ଆସନ୍ତା ୧୨ ଘଣ୍ଟାରେ ଏହା ଅଧିକ ଘନୀଭୂତ ହେବ । ବାତ୍ୟା ‘ହାମୁନ୍’...