ଓଡିଶାପାଣିପାଗପାଗରେ ପରିବର୍ତ୍ତନ ଖରାରୁ ସାମାନ୍ୟ ଆସ୍ୱସ୍ତିmahabharatanewsFebruary 9, 2024February 9, 2024 by mahabharatanewsFebruary 9, 2024February 9, 20240134 ଭୁବନେଶ୍ୱର: ମାଘରେ ଅସମ୍ଭାଳ ଖରା । ଏବେଠୁ ତାତିରେ ଛଟପଟ ହୋଉଛି ଜନ ଜୀବନ । କିନ୍ତୁ ଆଜି ରାଜ୍ୟ ବାସୀଙ୍କୁ ମିଳିଛି ସାମାନ୍ୟ ଆସୋସ୍ତି । ପାଗରେ ଦେଖା ଦେଇଛି ପରିବର୍ତ୍ତନ ।...
ଓଡିଶାପାଣିପାଗଓଡ଼ିଶାକୁ ନାହିଁ ବାତ୍ୟାର ଭୟmahabharatanewsOctober 23, 2023 by mahabharatanewsOctober 23, 20230161 ଭୁବନେଶ୍ୱର : ଓଡ଼ିଶାକୁ ନାହିଁ ବାତ୍ୟାର ଭୟ | ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତ | ଆଜି ସଂଧ୍ୟାରେ ବାତ୍ୟାର ରୂପ ନେବ, କାଲି ସକାଳ ଯାଏ ତୀବ୍ରତା ବଢିଚାଲିବ | ଆସନ୍ତାକାଲି ସଂଧ୍ୟା...
ଓଡିଶାପାଣିପାଗନିଅଣ୍ଟିଆ ମୌସୁମୀ ବର୍ଷା : ଚିନ୍ତାରେ ଚାଷୀmahabharatanewsJuly 9, 2023 by mahabharatanewsJuly 9, 20230112 ଭୁବନେଶ୍ୱର : ଚଳିତ ବର୍ଷ ନିଅଣ୍ଟିଆ ବର୍ଷା । ନିଅଣ୍ଟିଆ ମୌସୁମୀ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ । ଚଳିତ ମୌସୁମୀରେ ଜୁନ୍ ୧ ତାରିଖରୁ ଜୁଲାଇ ୮ ତାରିଖ ମଧ୍ୟରେ ନିଅଣ୍ଟିଆ ବର୍ଷା...
ଓଡିଶାପାଣିପାଗଦୁଇରୁ ତିନିଦିନ ମଧ୍ୟରେ ଓଡ଼ିଶା ଛୁଇଁ ପାରେ ମୌସୁମୀmahabharatanewsJune 19, 2023 by mahabharatanewsJune 19, 20230111 ଭୁବନେଶ୍ୱର:ଦୁଇରୁ ତିନିଦିନ ମଧ୍ୟରେ ଓଡ଼ିଶା ଛୁଇଁ ପାରେ ମୌସୁମୀ ବାୟୁ ।ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳଛି ।ରାଜ୍ୟର କିଛି ଅଞ୍ଚଳକୁ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶରୁ ମୌସୁମୀ ବାୟୁ ପ୍ରବେଶ ହୋଇଛି ।...
ଓଡିଶାପାଣିପାଗପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ପାଇଁ ଆଜି ଲୋକସେବା ଭବନ ରେ ବସିବ ପ୍ରସ୍ତୁତି ବୈଠକmahabharatanewsApril 26, 2023 by mahabharatanewsApril 26, 20230151 ଭୁବନେଶ୍ୱର:ପ୍ରାକ୍ ମୌସୁମୀ ବାତ୍ୟା ମୁକାବିଲା ପାଇଁ ଆଜି ଲୋକସେବା ଭବନ ରେ ବସିବ ପ୍ରସ୍ତୁତି ବୈଠକ । ବିଭାଗୀୟ ସମନ୍ୱୟ ଓ ତ୍ୱରିତ ପୁନରୁଦ୍ଧାରକୁ ବୈଠକରେ ଗୁରୁତ୍ୱ ଦିଆଯିବ । ମୁଖ୍ୟ ଶାସନ ସଚିବଙ୍କ...
ଓଡିଶାପାଣିପାଗକାଳବୈଶାଖୀ ପରେ ୨୬ ରୁ ପଶ୍ଚିମା ଝଡ଼mahabharatanewsApril 25, 2023 by mahabharatanewsApril 25, 20230135 ଭୁବନେଶ୍ୱର :ଏବେ ରାଜ୍ୟରେ ୪-୫ ଦିନ ବର୍ଷ ଜାରି ରହିଥିବା ବେଳେ ଆସନ୍ତା ୨୬ରୁ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ଦେଖାଯିବ ।ଏହା ଉତ୍ତର-ପୂର୍ବ ବାଂଲାଦେଶ ଓ ଏହାର ପାଖାପାଖି ଅଞ୍ଚଳରେ ସୃଷ୍ଟି ହୋଇଛି...
ଓଡିଶାପାଣିପାଗଆଗକୁ ତାପମାତ୍ରା ବଢିପାରେmahabharatanewsApril 24, 2023 by mahabharatanewsApril 24, 20230127 ଭୁବନେଶ୍ୱର: ଶୁକ୍ରବାର ପରି ସନିବାର ମଧ୍ୟ ରାଜ୍ୟରେ କାଳବୈଶାଖ ପ୍ରଭାବ ଦୋଖିବାକୁ ମିଳିଛି ସେଥିପାଇଁ ତାପମାତ୍ରା କମ୍ ରହିଛି । ଆଜି କାଳବୈଶଖୀ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହେବାର...
ଓଡିଶାପାଣିପାଗତିନୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂmahabharatanewsApril 22, 2023 by mahabharatanewsApril 22, 20230144 ଭୁବନେଶ୍ୱର: ଭୁବନେଶ୍ୱର ପାଣି ପାଗ ବଭାଗ ଦ୍ୱାରା ତିନୋଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛନ୍ତି । ଆଜି ତିନୋଟି ଜିଲ୍ଲାରେ ବର୍ଷା ଘଡଘଡି ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ ।...
ଓଡିଶାପାଣିପାଗତାତିରେ ଛଟପଟ ହୋଉଛି ଓଡିଶା,୮ଜିଲ୍ଲାକୁ ହିଟଓ୍ବେଭ ୱାର୍ଣ୍ଣିଂmahabharatanewsApril 19, 2023April 19, 2023 by mahabharatanewsApril 19, 2023April 19, 20230146 ଭୁବନେଶ୍ୱର: ତାତିରେ ଛଟପଟ ହୋଉଛି ଓଡିଶା । ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି ଆଉଟୁପାଉଟୁ ଜନଜୀବନ । ସକାଳରୁ ସନ୍ଧା ପର୍ଯ୍ୟନ୍ତ ତାତିରୁ ମିଳୁନି ନିସ୍ତାର । ସକାଳ ୮ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ...
ଓଡିଶାପାଣିପାଗତାତିରୁ ମିଳିବ ଆଶ୍ୱସ୍ତି, ଆଜିଠୁ ୫ଦିନ ଯାଏଁ କାଳବୈଶାଖୀmahabharatanewsApril 17, 2023 by mahabharatanewsApril 17, 20230141 ଭୁବନେଶ୍ୱର: ଆଜିଠୁ ୫ଦିନ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓ ଉତ୍ତର ଉପକୂଳ ଓଡିଶାକୁ ତାତିରୁ ମିଳିବ ଆଶ୍ବସ୍ତି ତେବେ ଆଭ୍ୟନ୍ତରୀଣ ଓଡିଶାରେ ପାରଦ ବୃଦ୍ଧିହେବ । ପ୍ରଭାବରେ ସ୍ବାଭାବିକ...