ପ୍ରଯୁକ୍ତିନାସାର ମଙ୍ଗଳ ଅଭିଯାନକୁ ସଫଳ କରାଇଛନ୍ତି ଜଣେ ଭାରତୀୟ ବୈଜ୍ଞାନିକmahabharatanewsFebruary 19, 2021February 21, 2021 by mahabharatanewsFebruary 19, 2021February 21, 20210278 ନୂଆଦିଲ୍ଲୀ: ନାସାର ରୋଭର ପର୍ସିଭିରନ୍ସ ସଫଳତାର ସହ ମଙ୍ଗଳପୃଷ୍ଟ ଛୁଇଁବା ପରେ ନାସା ରଚିଛି ଇତିହାସ । ଏହି ସଫଳତା ଉପରେ ରହିଥିଲା ସାରା ବିଶ୍ୱର ନଜର । ତେବେ ଏହି ସଫଳତା ଭାରତୀୟଙ୍କ...
ପ୍ରଯୁକ୍ତିଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରୁ ବ୍ରହ୍ମୋସ ମିସାଇଲ୍ ସଫଳ ପରୀକ୍ଷଣmahabharatanewsNovember 24, 2020 by mahabharatanewsNovember 24, 20200526 ନୂଆଦିଲ୍ଲୀ: ଭାରତ ସ୍ଵଦେଶୀ ଓ ବିଦେଶିୀ ଯୁଦ୍ଧାସ୍ତ୍ରରେ ସେନାକୁ ମଜବୁତ କରିବାରେ ଲାଗିଛି। ମଙ୍ଗଳବାର ସୁପରସୋନିକ କ୍ରୁଜ ମିସାଇଲ୍ ବ୍ରହ୍ମୋସର ସଫଳ ପରୀକ୍ଷଣ ପରେ ଏହି ଦିଗରେ ଆଉ ଏକ ସଫଳତା ମିଳିଛି ।...
ପ୍ରଯୁକ୍ତିଆଣ୍ଟି ରେଡିଏସନ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳmahabharatanewsOctober 9, 2020 by mahabharatanewsOctober 9, 20200277 ନୂଆଦିଲ୍ଲୀ: ଏଲଏସିରେ ଚୀନ ଓ ଏଲଓସିରେ ପାକିସ୍ତାନ ସହ ତିକ୍ତତାକୁ ଦୃଷ୍ଟିରେ ରଖି ଭାରତ ନିଜ ସୁରକ୍ଷାକୁ ସୁଦୃଢ କରିବାରେ ଲାଗିଛି । ଗତକାଲି ଭାରତ ଆଉ ଏକ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ପ୍ରତିରକ୍ଷା...
ପ୍ରଯୁକ୍ତିଭାରତୀୟ ଟିକା ‘କୋଭାକ୍ସିନ’ର ଦ୍ବିତୀୟ ପର୍ୟ୍ୟାୟ ଟ୍ରାଏଲ ପାଇଁ ମିଳିଛି ମଞ୍ଜୁରିmahabharatanewsSeptember 12, 2020 by mahabharatanewsSeptember 12, 20200291 (ହାଇଦ୍ରାବାଦ): ହାଇଦ୍ରାବାଦର ଭାରତ ବାୟୋଟେକ୍ କମ୍ପାନିକୁ ଭାକସିନ ‘କୋଭାକ୍ସିନ’ର ଦ୍ବିତୀୟ ପର୍ୟ୍ୟାୟ ଟ୍ରାଏଲ ପାଇଁ ମିଳିଛି ମଞ୍ଜୁରି । ମାଙ୍କଡ ଉପରେ କୋଭାକ୍ସିନର ଟ୍ରାଏଲ ସଫଳ ହୋଇଥିବା କମ୍ପାନି ଦାବି କରିଛି । ଉକ୍ତ...
ପ୍ରଯୁକ୍ତିବ୍ରହ୍ମପୁର ଆଇଆଇଟି ପ୍ରସ୍ତୁତ କଲା ଡିସ୍ଇନଫେକ୍ସନକାରୀ ରୋବଟmahabharatanewsJuly 12, 2020 by mahabharatanewsJuly 12, 20200323 ବ୍ରହ୍ମପୁର: ସାଧାରଣ ପରିବହନ ଓ କ୍ୱାରେଣ୍ଟାଇଡ଼ ସେଣ୍ଟରକୁ ବିଶୋଧନ କରିବା ପାଇଁ ବ୍ରହ୍ମପୁର ଆଇଆଇଟି ଏକ ରୋବର୍ଟର ପ୍ରସ୍ତୁତି କରିଛି । ଏହା ଅଲଟ୍ରାଭାଉଲେଟ ରଶ୍ମୀ ପ୍ରୟୋଗରେ ବିଶୋଧନ କାର୍ଯ୍ୟ କରିବ । ଡ...
ପ୍ରଯୁକ୍ତିବନ୍ୟଜୀବଙ୍କ ଉପରେ ନଜର ରଖିବ ନାସାmahabharatanewsJune 4, 2020 by mahabharatanewsJune 4, 20200375 ୱାଶିଂଟନ୍: ବିଲୁପ୍ତପ୍ରାୟ ଦୁର୍ଲଭ ବନ୍ୟଜୀବଙ୍କ ସୁରକ୍ଷା ପାଇଁ ଆମେରିକ ମହାକାଶ ଗବେଷଣା ସଂସ୍ଥାନ(ନାସା) ଏକ ଅଭିନବ ପଦକ୍ଷେପ ନେବାକୁ ଯାଉଛି। ମହାକାଶରେ ଛାୟାପଥ ଏବଂ ଗ୍ରହ ନକ୍ଷେତ୍ର ଉପରେ ନଜର ରଖୁଥିବା ନାସା ଏବେ...
ପ୍ରଯୁକ୍ତିଇତିହାସ ରଚିଲା ନାସା: ଉତକ୍ଷେପଣ କଲା ସ୍ପେସ୍-ଏକ୍ସmahabharatanewsMay 31, 2020 by mahabharatanewsMay 31, 20200332 ଫ୍ଲୋରିଡା: ଇତିହାସ ରଚିଲା ଆମେରିକାର ଅନ୍ତରୀକ୍ଷ ଗବେଷଣା ସଂସ୍ଥା ନାସା । ଆମେରିକୀୟ ସ୍ପେସ ସଂସ୍ଥା ନାସା ୯ ବର୍ଷ ପରେ ପୁଣି ଥରେ ଇତିହାସ ରଚିଛି । ଫ୍ଲୋରିଡାର କେପ କନଭରାଲରେ ଜନ...
ପ୍ରଯୁକ୍ତିଚନ୍ଦ୍ରଯାନ-୩ ପାଇଁ ଇସ୍ରୋର ପ୍ରସ୍ତୁତିmahabharatanewsDecember 8, 2019 by mahabharatanewsDecember 8, 20190339 (ନୂଆଦିଲ୍ଲୀ/ମହାଭାରତ): ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଏବେ ଚନ୍ଦ୍ରଯାନ-୩ ପାଇଁ ପ୍ରସ୍ତୁତି କରୁଛି । ଏଥିପାଇଁ କେନ୍ଦ୍ରକୁ ୭୫ କୋଟି ଟଙ୍କା ମାଗିଛି । ଆସନ୍ତା ବର୍ଷ ନଭେମ୍ବର ମାସରେ ଚନ୍ଦ୍ରାବତରଣ ଅଭିଯାନ...