ଓଡିଶାବିଶ୍ୱଭାରତସୁଦାନରେ ବିଦ୍ରୋହୀଙ୍କ କବଳରେ ଓଡ଼ିଆ ଶ୍ରମିକ ତିର୍ତ୍ତୋଲର ଆଦର୍ଶ ବେହେରାmahabharatanewsNovember 4, 2025 by mahabharatanewsNovember 4, 2025058 ଭୁବନେଶ୍ୱର : ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ । ବର୍ତ୍ତମାନ ସୁଦାନରେ ଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ବିଦ୍ରୋହୀ ରାପିଡ୍ ସପୋର୍ଟ ଫୋର୍ସ ଦର୍ଫୁର ଅଲ-ଫାସିର ସହରକୁ ସମ୍ପୂର୍ଣ୍ଣ କବଜା କରିନେଇଛି...
ଖେଳବିଶ୍ୱଭାରତକିଏ ହେବ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ନୂତନ ଚାମ୍ପିଅନ ?mahabharatanewsNovember 2, 2025 by mahabharatanewsNovember 2, 2025060 ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ବିଶ୍ୱକୁ ମିଳିବ ନୂଆ ଚାମ୍ପିଅନ୍ । ମାସେ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟ ଏବେ ଶେଷ ମୁହୂର୍ତ୍ତରେ ଆସି ଉପନିତ ହୋଇଥିବା ବେଳେ ବିଶ୍ୱକୁ ଆଇସିସି ମହିଳା...
ଖେଳବିଶ୍ୱଭାରତଉନ୍ମୋଚିତ ହେଲା ମହିଳା ଦିନିକିଆ ବିଶ୍ବକପ୍ ୨୦୨୫ ର ଟ୍ରଫିmahabharatanewsAugust 12, 2025 by mahabharatanewsAugust 12, 20250112 ନୂଆଦିଲ୍ଲୀ:- ମହିଳା ଦିନିକିଆ ବିଶ୍ବକପ୍ ୨୦୨୫ ର ଟ୍ରଫି ଏକ ସ୍ବତନ୍ତ୍ର ଉତ୍ସବରେ ଉନ୍ମୋଚନ ହୋଇଛି। ଏହି ବିଶ୍ବକପ୍କୁ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ଭାବେ ଆୟୋଜନ କରୁଛନ୍ତି। ଏହା ସେପ୍ଟେମ୍ବର ୩୦ରୁ ନଭେମ୍ବର...
ବିଶ୍ୱକାଜାକିସ୍ତାନରେ ନୂଆ ନିୟମmahabharatanewsJuly 2, 2025 by mahabharatanewsJuly 2, 2025085 କାଜାକିସ୍ତାନରେ ନୂଆ ନିୟମ । ଏବେ ସାର୍ବଜନିକ ସ୍ଥାନରେ ମହିଳାମାନେ ବୁର୍ଖା ବା ଚେହେରାକୁ ଢାଙ୍କି ରଖୁଥିବା କପଡ଼ା ପରିଧାନ କରିପାରିବେ ନାହିଁ । ରାଷ୍ଟ୍ରପତି କାସିମ ଜୋମାର୍ଟ ଟୋକାୟେବ, ବର୍ତ୍ତମାନ ଏହି ନୂଆ...
ବିଶ୍ୱଅଙ୍କଲ ଡାକି ନିଲମ୍ବିତ ହେଲେ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀmahabharatanewsJuly 2, 2025 by mahabharatanewsJuly 2, 2025090 ବିଶ୍ୱରେ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଛି। ଥାଇଲ୍ୟାଣ୍ଡରେ ମଧ୍ୟ ସମାନ କିଛି ଦେଖିବାକୁ ମିଳିଛି। ଥାଇଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ ପାଟୋଙ୍ଗଟାର୍ଣ୍ଣ ସିନାୱାତ୍ରାଙ୍କୁ ନିଲମ୍ବିତ କରାଯାଇଛି। ସେଠାକାର ସାମ୍ବିଧାନିକ ଅଦାଲତ ତାଙ୍କୁ ନିଲମ୍ବିତ କରିବା ପାଇଁ...
ବିଶ୍ୱଇସ୍କନ ସାଧୁ ଚିନ୍ମୟ କୃଷ୍ଣ ଦାସ ପ୍ରଭୁଙ୍କ ଓକିଲଙ୍କୁ ମରଣାନ୍ତକ ଆକ୍ରମଣmahabharatanewsDecember 3, 2024 by mahabharatanewsDecember 3, 2024063 ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ମନମୁଖୀ ମାମଲା ଦାୟର କରିବା ପରେ ବର୍ତ୍ତମାନ ସେମାନଙ୍କୁ ରକ୍ଷା କରୁଥିବା ଓକିଲମାନଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର ରଚିଛି। ଦେଶଦ୍ରୋହ ଅଭିଯୋଗରେ ବାଂଲାଦେଶ ଜେଲରେ ରହିଥିବା ହିନ୍ଦୁ ସାଧୁ ଚିନ୍ମୟ...
ବିଶ୍ୱବାଂଲାଦେଶରେ ନରସଂହାର ପାଇଁ ଦାୟୀ ୟୁନୁସ ସରକାର-ହସିନାmahabharatanewsDecember 3, 2024December 3, 2024 by mahabharatanewsDecember 3, 2024December 3, 2024096 ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଜାରି ରହିଛି ଆକ୍ରମଣ । ଶେଖ ହସିନା ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେଉଥିବା ମହମ୍ମଦ ୟୁନୁସଙ୍କ ଉପରେ ବହୁ ହତ୍ୟା ଏବଂ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ କରିଛନ୍ତି।...
ବିଶ୍ୱବ୍ରିକ୍ସ ଦେଶ ଗୁଡିକୁ ଧମକ ଦେବା ପଛରେ ରହିଛି ଏହି କାରଣmahabharatanewsDecember 2, 2024December 2, 2024 by mahabharatanewsDecember 2, 2024December 2, 2024052 ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ଦିନଠାରୁ ଡୋନାଲ୍ଡ ପୂର୍ବ ଅପେକ୍ଷା ଅଧିକ କଠୋର ହେବାକୁ ଯାଉଛନ୍ତି। ଯିଏକି ବର୍ତ୍ତମାନ ବ୍ରିକ୍ସ ଦେଶ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଧମକ ଦେଇଛନ୍ତି।...
ବିଶ୍ୱମୋଦି ଦେଲେ ନିମନ୍ତ୍ରଣ ୨୦୨୫ ଭାରତ ଆସିବେ ପୁଟିନmahabharatanewsDecember 2, 2024 by mahabharatanewsDecember 2, 2024085 ପ୍ରଧାନମନ୍ତ୍ରୀ ମୋଦି ଦେଲେ ନିମନ୍ତ୍ରଣ । ଆସନ୍ତା ବର୍ଷ ଭାରତ ଆସିବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । । ପୁଟିନଙ୍କ ଗସ୍ତ ତାରିଖ ସ୍ଥିର ହୋଇନାହିଁ । ୨୦୨୫ ଆରମ୍ଭରେ ଗସ୍ତ ନେଇ...
ଓଡିଶାବିଶ୍ୱବିଶ୍ୱ ଅଙ୍ଗଦାନ ଦିବସmahabharatanewsAugust 13, 2024 by mahabharatanewsAugust 13, 20240100 ନୂଆଦିଲ୍ଲୀ: ଆଜି ବିଶ୍ୱ ଅଙ୍ଗଦାନ ଦିବସ। ଅଙ୍ଗଦାନ ଏକ ମାହାନ ଦାନ ଭାବେ କାହିଁ କେଉଁ କାଳରୁ ପରିଚିତ ହୋଇ ରହିଛି। ତେବେ ଏହି ଦିବସରେ ଅଙ୍ଗଦାନ ଦ୍ୱାରା କିପରି ଜଣେ ଲୋକ ମୃତ୍ୟୁ...