ବିଶ୍ୱଭାରତଆଜି ଆକାଶରେ ଦିଶିବ ସୁପରମୁନ, ଖାଲି ଆଖିରେ ଦେଖାଯିବ ମହାଜାଗତିକ ଦୃଶ୍ୟmahabharatanewsNovember 5, 2025 by mahabharatanewsNovember 5, 2025052 ଆଜି ଆକାଶରେ ଏକ ଅନନ୍ୟ ପ୍ରାକୃତିକ ଦୃଶ୍ୟ ଦେଖିବାକୁ ମିଳିବ। ଏଥର, ନଭେମ୍ବର ୫ ରାତିରେ ଆକାଶରେ ଏକ ସୁପରମୁନ୍ ଦେଖାଯିବ। ଯାହା ଚଳିତ ବର୍ଷର ଅନ୍ୟ ପୂର୍ଣ୍ଣିମା ଅପେକ୍ଷା ବଡ଼ ଏବଂ ଉଜ୍ଜ୍ୱଳ...
ଓଡିଶାବିଶ୍ୱଭାରତସୁଦାନରେ ବିଦ୍ରୋହୀଙ୍କ କବଳରେ ଓଡ଼ିଆ ଶ୍ରମିକ ତିର୍ତ୍ତୋଲର ଆଦର୍ଶ ବେହେରାmahabharatanewsNovember 4, 2025 by mahabharatanewsNovember 4, 2025050 ଭୁବନେଶ୍ୱର : ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ । ବର୍ତ୍ତମାନ ସୁଦାନରେ ଗୃହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ବିଦ୍ରୋହୀ ରାପିଡ୍ ସପୋର୍ଟ ଫୋର୍ସ ଦର୍ଫୁର ଅଲ-ଫାସିର ସହରକୁ ସମ୍ପୂର୍ଣ୍ଣ କବଜା କରିନେଇଛି...
ଖେଳବିଶ୍ୱଭାରତକିଏ ହେବ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ର ନୂତନ ଚାମ୍ପିଅନ ?mahabharatanewsNovember 2, 2025 by mahabharatanewsNovember 2, 2025052 ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ବିଶ୍ୱକୁ ମିଳିବ ନୂଆ ଚାମ୍ପିଅନ୍ । ମାସେ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟ ଏବେ ଶେଷ ମୁହୂର୍ତ୍ତରେ ଆସି ଉପନିତ ହୋଇଥିବା ବେଳେ ବିଶ୍ୱକୁ ଆଇସିସି ମହିଳା...
ଭାରତରାଜନୀତିଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରି ପାରନ୍ତିmahabharatanewsOctober 6, 2025 by mahabharatanewsOctober 6, 2025072 ବିହାର:- ଆଜି ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ । ଆଜି ଅପରାହ୍ଣ ୪ଟାରେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ...
ଦୁର୍ଘଟଣାଭାରତମଣିପୁର, ନାଗାଲାଣ୍ଡ ସମେତ ଆସାମ ଯାଏଁ ଭୂକମ୍ପ ଝଟ୍କା ଅନୁଭୂତmahabharatanewsSeptember 30, 2025 by mahabharatanewsSeptember 30, 2025063 ମିଆଁମାର:- ମଙ୍ଗଳବାର ସକାଳୁ ସକାଳୁ ଥରିଲା ମିଆଁମାର ମାଟି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୭ ରେକର୍ଡ କରାଯାଇଛି। ମଣିପୁର, ନାଗାଲାଣ୍ଡ ସମେତ ଆସାମ ଯାଏଁ ଏହାର ଝଟ୍କା ଅନୁଭୂତ ହୋଇଛି ।...
ଓଡିଶାଭାରତଵାଣିଜ୍ୟଜିଏସଟି ସ୍ଲାବକୁ ନେଇ ନିଷ୍ପତ୍ତି ପରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିଲ୍ଲୀରେ କଲେ ପ୍ରେସମିଟ୍mahabharatanewsSeptember 4, 2025 by mahabharatanewsSeptember 4, 20250171 ଭୁବନେଶ୍ୱର:- ବୁଧବାର ଜିଏସଟି ପରିଷଦର ୫୬ ତମ ବୈଠକରେ ନିତ୍ୟ ଆବଶ୍ୟକ ଜିନିଷ ଉପରେ କର ହ୍ରାସ କରିଛନ୍ତି । ବର୍ତ୍ତମାନର ୪ ସ୍ତରୀୟ ଜିଏସଟି ସ୍ଲାବ୍ (୫%, ୧୨%, ୧୮%, ଏବଂ ୨୮%)କୁ...
ଖେଳବିଶ୍ୱଭାରତଉନ୍ମୋଚିତ ହେଲା ମହିଳା ଦିନିକିଆ ବିଶ୍ବକପ୍ ୨୦୨୫ ର ଟ୍ରଫିmahabharatanewsAugust 12, 2025 by mahabharatanewsAugust 12, 20250105 ନୂଆଦିଲ୍ଲୀ:- ମହିଳା ଦିନିକିଆ ବିଶ୍ବକପ୍ ୨୦୨୫ ର ଟ୍ରଫି ଏକ ସ୍ବତନ୍ତ୍ର ଉତ୍ସବରେ ଉନ୍ମୋଚନ ହୋଇଛି। ଏହି ବିଶ୍ବକପ୍କୁ ଭାରତ ଓ ଶ୍ରୀଲଙ୍କା ଯୁଗ୍ମ ଭାବେ ଆୟୋଜନ କରୁଛନ୍ତି। ଏହା ସେପ୍ଟେମ୍ବର ୩୦ରୁ ନଭେମ୍ବର...
ଭାରତ‘ପରୀକ୍ଷା ପେ ଚର୍ଚ୍ଚା ‘ ପାଇଁ ମିଳିଛି ଗିନିଜ ୱାଲ୍ଡ ରେକର୍ଡ ସାର୍ଟିଫିକେଟ୍mahabharatanewsAugust 6, 2025August 6, 2025 by mahabharatanewsAugust 6, 2025August 6, 2025078 ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ‘ପରୀକ୍ଷା ପେ ଚର୍ଚ୍ଚା ‘ ପାଇଁ ମିଳିଛି ଗିନିଜ ୱାଲ୍ଡ ରେକର୍ଡ ସାର୍ଟିଫିକେଟ୍ । ତେବେ ପ୍ରଧାନମନ୍ତ୍ରୀଙ୍କୁ ନରେନ୍ଦ୍ର ମୋଦିଙ୍କୁ ଭେଟି ସାର୍ଟିଫିକେଟ୍ ପ୍ରଦାନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ...
ଭାରତମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କୁ ଜାମିନ ପ୍ରଦାନ କଲେ ସ୍ୱତନ୍ତ୍ର କୋର୍ଟmahabharatanewsAugust 6, 2025 by mahabharatanewsAugust 6, 2025085 ନୂଆଦିଲ୍ଲୀ:- କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ମାନହାନି ମାମଲାରେ ଆଶ୍ୱସ୍ତି ମିଳିଛି । ବୁଧବାର ଦିନ ଝାଡଖଣ୍ଡର ଚାଇବାସା ସ୍ଥିତ ଏମପି-ଏମଏଲଏ ସ୍ୱତନ୍ତ୍ର କୋର୍ଟ ତାଙ୍କୁ...
ଖେଳଭାରତମାଞ୍ଚେଷ୍ଟର ଟେଷ୍ଟରେ ୧୯ବର୍ଷର ଇତିହାସ ରଚିପାରନ୍ତି ଗିଲ୍mahabharatanewsJuly 20, 2025July 20, 2025 by mahabharatanewsJuly 20, 2025July 20, 20250109 ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ଟେଷ୍ଟ ଟିମ୍ ରେ କ୍ୟାପଟେନ ଶୁଭମନ ଗିଲ ଖୁବ୍ ପରିଶ୍ରମ କରିଛନ୍ତି । ଏଥିରେ ସେ ଶତକ ମଧ୍ୟ ହାସଲ କରିଥିଲେ । ଏହି ଦୁଇ ଟିମ୍...