ଖେଳଭାରତମହିଳା ଟି-୨୦ ଏସିଆ କପ୍: ପାକିସ୍ତାନକୁ ୭ ୱିକେଟ୍ରେ ହରାଇଲା ଭାରତmahabharatanewsJuly 20, 2024July 20, 2024 by mahabharatanewsJuly 20, 2024July 20, 2024094 ଦାମ୍ବୁଲା: ଚଳିତ ମହିଳା ଏସିଆ କପ କ୍ରିକେଟରେ ଭାରତ ୭ ୱିକେଟରେ ପାକିସ୍ତାନକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୧୦୮ ରନ କରିଥିଲା ।...
ଭାରତବିଜୁଳି ବିଲ୍ ଆସିଲା ୪ କୋଟି, ମେସେଜ୍ ଦେଖି ଘର ମାଲିକ ମୂର୍ଚ୍ଛାmahabharatanewsJuly 19, 2024 by mahabharatanewsJuly 19, 2024092 କୋଟିଏ କି ଦୁଇ କୋଟି ନୁହେଁ ଚାରିକୋଟିର ବିଜୁଳି ବିଲ୍ । ସବୁଠାରୁ ବଡ଼ କଥା ହେଲା କୌଣସି ବଡ଼ ଶିଳ୍ପ କି କୌଣସି ନାମକରା କମ୍ପାନୀର ନୁହେଁ, ଜଣେ ଘରୋଇ ଉପଭୋକ୍ତାଙ୍କ ନିକଟକୁ...
ଭାରତଅଲଗା ହେଲେ ହାର୍ଦ୍ଦିକ-ନତାଶାmahabharatanewsJuly 18, 2024 by mahabharatanewsJuly 18, 20240109 ନୂଆଦିଲ୍ଲୀ: ସବୁ ଚର୍ଚ୍ଚାର ଘଟିଲା ଅନ୍ତ । ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କୁ ଜଣାଇଲେ ଏକାଠି ନୁହେଁ ଆମେ ଏବେ ଅଲଗା । ଏଭଳି ପରିସ୍ଥିତିରେ କାହାକୁ ଦୋଷ ନଦେଇ ଆମକୁ ଟିକିଏ ଏକା...
ଭାରତଜୋ ବାଇଡେନଙ୍କୁ କରୋନାmahabharatanewsJuly 18, 2024July 18, 2024 by mahabharatanewsJuly 18, 2024July 18, 2024096 ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପୁଣି କରୋନା। ୮୧ ବର୍ଷ ବୟସ୍କ ରାଷ୍ଟ୍ରପତି ବାଇଡେନ୍ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ହ୍ବାଇଟ୍ ହାଉସ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ଠାରେ କୋଭିଡ-19ର ସାମାନ୍ୟ...
ଦୁର୍ଘଟଣାଭାରତନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ୨ ଯବାନ ସହିଦmahabharatanewsJuly 18, 2024 by mahabharatanewsJuly 18, 2024059 ଛତିଶଗଡ଼: ଛତିଶଗଡ଼ରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ବିଜାପୁର ଜିଲ୍ଲା ତାରେମ ଥାନା ମାଣ୍ଡିମାର୍କା ଜଙ୍ଗଲରେ ବିସ୍ଫୋରଣ ଘଟିଛି । ଏଥିରେ ୨ ଯବାନ ସହିଦ ହୋଇଥିବା ବେଳେ ଗୁରୁତର ୪ ଯବାନ ରାୟପୁର...
ଭାରତଅଗ୍ନିବୀର ପାଇବେ ୧୦ ପ୍ରତିଶତ ସଂରକ୍ଷଣmahabharatanewsJuly 12, 2024 by mahabharatanewsJuly 12, 2024093 ନୂଆଦିଲ୍ଲୀ: ଅଗ୍ନିବୀର ସ୍କିମକୁ ନେଇ ସରକାରଙ୍କ ବଡ଼ ଘୋଷଣା । ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ ବୋଲି ଘୋଷଣା କରିଛନ୍ତି ସରକାର । ଅଗ୍ନିବୀର ସିଆଇଏସଏଫ ଏବଂ ବିଏସଏଫରେ ମିଳିବ ୧୦ ପ୍ରତିଶତ ସଂରକ୍ଷଣ...
ଭାରତରାଜନୀତିଦିଲ୍ଲୀ ମଦ ଦୁର୍ନୀତି ମାମଲା, ଆଜି ଆସିପାରେ ସୁପ୍ରିମ୍ ରାୟmahabharatanewsJuly 12, 2024 by mahabharatanewsJuly 12, 20240133 ନୂଆଦିଲ୍ଲୀ:ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ଆଜି ଏହାର ରାୟ ଦେବାକୁ ଯାଉଛନ୍ତି। ମଦ ଦୁର୍ନୀତିରେ ଇଡି ଦ୍ୱାରା କରାଯାଇଥିବା ଗିରଫଦାରୀକୁ କେଜ୍ରିୱାଲ ଚ୍ୟାଲେଞ୍ଜ...
ଭାରତସତସଙ୍ଗରେ ଦଳାଚକଟା, ୫୦ରୁ ଅଧିକ ମୃତ୍ୟୁmahabharatanewsJuly 2, 2024July 2, 2024 by mahabharatanewsJuly 2, 2024July 2, 20240116 ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ହାଥରସରେ ବଡ଼ ଦୁର୍ଘଟଣା । ସତସଙ୍ଗରେ ଅଧିକ ଗହଳି ପାଇଁ ଦଳାଚକା ହେବାରୁ ୫୦ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଦଳଚକଟାରେ ଅନେକ ଲୋକ ଆହତ ହୋଇଥିବା...
ଭାରତହାଇକୋର୍ଟର ଦ୍ୱାରସ୍ତ ହେଲେ କେଜ୍ରିୱାଲmahabharatanewsJuly 1, 2024July 1, 2024 by mahabharatanewsJuly 1, 2024July 1, 20240135 ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲା । ସିବିଆଇ ଗିରଫକୁ ଚାଲେଞ୍ଜ କରି ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି କେଜ୍ରିୱାଲ । ମଦ ଦୁର୍ନୀତି ସହ ଜଡିତ ଟଙ୍କା ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ...
ପାଣିପାଗଭାରତଦିଲ୍ଲୀ ବର୍ଷା, ଭାଙ୍ଗିଲା ୮୮ ବର୍ଷର୍ର ରେକର୍ଡmahabharatanewsJune 28, 2024 by mahabharatanewsJune 28, 2024085 ନୂଆଦିଲ୍ଲୀ: ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ । ଦିଲ୍ଲୀରେ ବର୍ଷା ବିତ୍ପାତ । ଦିଲ୍ଲୀ-ଏନସିଆରରେ ଲଗାଣ ବର୍ଷା ଦିଲ୍ଲୀ ବାସୀଙ୍କ ସ୍ଥିତି ବେହାଲ କରିଛି । କୃତ୍ରିମ ବନ୍ୟାରେ...