ଦେଶ ବିଦେଶଭାରତଥମୁନି ଇଣ୍ଡିଗୋ ସଙ୍କଟ, କ୍ଷମା ମାଗିଲେ ଅଧ୍ୟକ୍ଷmahabharatanewsDecember 11, 2025 by mahabharatanewsDecember 11, 2025017 ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ସିଂହ ମେହେଟା ଏକ ସପ୍ତାହ ଧରି ବିମାନ ବାଧା ପରେ ଏକ ବିସ୍ତୃତ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିଛନ୍ତି। ନୂତନ ପାଇଲଟ ବିଶ୍ରାମ ନିୟମକୁ ଏଡ଼ାଇବା ପାଇଁ ଏୟାରଲାଇନ୍ସ ସଙ୍କଟ ସୃଷ୍ଟି...
ଦେଶ ବିଦେଶଭାରତଗୋଆ ଅଗ୍ନିକାଣ୍ଡ ପରେ ଫେରାର ହେଲେ ମାଲିକmahabharatanewsDecember 9, 2025 by mahabharatanewsDecember 9, 2025026 ଗୋଆର ଏକ ନାଇଟ୍ କ୍ଲବରେ ଅଗ୍ନିକାଣ୍ଡ ଘଟି ୨୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ଏବେ ଖୋଳତାଡ଼ ଚଳାଇଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ତଥା ନାଇଟ୍ କ୍ଲବର ମାଲିକଙ୍କୁ ଗିରଫ...
ଦେଶ ବିଦେଶଭାରତରାଜନୀତିକେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଲେ ରାହୁଲmahabharatanewsDecember 9, 2025December 9, 2025 by mahabharatanewsDecember 9, 2025December 9, 2025015 ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଲୋକସଭାରେ ବକ୍ତବ୍ୟ ରଖିଥିଲେ। ଭୋଟର ତାଲିକା ଅପଡେଟ୍ ସମୟରେ ଅନେକ ରାଜ୍ୟରେ ହୋଇଥିବା...
ଭାରତଥମୁନି ଇଣ୍ଡିଗୋ ସଙ୍କଟ, ଡିଜିସିଏ ନେଲା ବଡ କାର୍ଯ୍ୟାନୁଷ୍ଠାନmahabharatanewsDecember 9, 2025 by mahabharatanewsDecember 9, 2025013 ଏପର୍ଯ୍ୟନ୍ତ ସୁଧୁରୁନି ଇଣ୍ଡିଗୋ ସମସ୍ୟା । ଇଣ୍ଡିଗୋ ସଙ୍କଟକୁ ନେଇ ଏବେ ଭାରତର ବିମାନ ଚଳାଚଳ କ୍ଷେତ୍ରରେ ଅସ୍ଥିରତା ଲାଗି ରହିଛି । ଏହାରି ମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ କମ୍ପାନୀ...
ଭାରତରାଜନୀତିମୁଖ୍ୟମନ୍ତ୍ରୀ ହେବା ପାଇଁ ଆବଶ୍ୟକ ୫୦୦ କୋଟି : ନବଜୋତ କୌର ସିଦ୍ଧୁmahabharatanewsDecember 8, 2025 by mahabharatanewsDecember 8, 2025028 କଂଗ୍ରେସ ନେତା ନବଜୋତ କୌର ସିଦ୍ଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବା ପାଇଁ “ଗୋଟିଏ ସୁଟକେସରେ 500 କୋଟି ଟଙ୍କା” ନେବା କଥା କହି ପଞ୍ଜାବରେ ଏକ ବଡ଼ ରାଜନୈତିକ ବିବାଦ ସୃଷ୍ଟି କରିଛନ୍ତି। କଂଗ୍ରେସ...
ଭାରତତୁଟୁନି ଇଣ୍ଡିଗୋ ସଙ୍କଟ, ଆଜି ବି ବାତିଲ ହେଲା ୨୦୦ରୁ ଅଧିକ ବିମାନmahabharatanewsDecember 8, 2025 by mahabharatanewsDecember 8, 2025055 ଇଣ୍ଡିଗୋର ସମସ୍ୟାର ହୋଇନାହିଁ ସମାଧାନ । ସୋମବାର ଦିନ ବିଭିନ୍ନ ବିମାନବନ୍ଦରରେ ବାତିଲ କରାଯାଇଛି ୨୦୦ରୁ ଅଧିକ ଇଣ୍ଡିଗୋ ବିମାନ । ଏପରି ସଙ୍କଟର ସମ୍ମୁଖୀନ ହୋଇନଥିବା ହେତୁ ଇଣ୍ଡିଗୋକୁ ଏହାର ବିମାନ ଉଡାଣ...
ଭାରତମନୋରଞ୍ଜନକିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ପିଛା ଛାଡୁନି ବିବାଦmahabharatanewsDecember 7, 2025 by mahabharatanewsDecember 7, 2025024 ଆର୍ଯ୍ୟନଙ୍କ ପିଛା ଛାଡୁନି ବିବାଦ। କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଗୋଟିଏ ପରେ ଗୋଟିଏ ବିବାଦକୁ ନେଇ ଛନ୍ଦି ହୋଇଯାଉଛନ୍ତି । ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ...
ଦେଶ ବିଦେଶଭାରତଆଜି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ, ଦିବ୍ୟାଙ୍ଗଙ୍କ ପାଇଁ ଦିନଟିଏmahabharatanewsDecember 3, 2025 by mahabharatanewsDecember 3, 2025019 ଆଜି ହେଉଛି ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ । ସାରା ବିଶ୍ୱରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହେଉଛି ଏହି ଦିବସ । ଜାତିସଂଘ ଆନୁକୂଲ୍ୟରେ ୧୯୯୨ ମସିହା ଡିସେମ୍ବର ୩ ତାରିଖକୁ ଆନ୍ତର୍ଜାତୀୟ...
ଦେଶ ବିଦେଶଭାରତଏବେ ବି ପାକିସ୍ତାନ ଉପରେ ଆର୍ଥିକ ଚାପ ପକାଉଛି ଅପରେସନ ସିନ୍ଦୁରmahabharatanewsDecember 2, 2025 by mahabharatanewsDecember 2, 2025019 ନୌସେନା ମୁଖ୍ୟ ଆଡମିରାଲ ଦିନେଶ କେ. ତ୍ରିପାଠି ଅପରେସନ ସିନ୍ଦୂର ସମୟରେ ସୁରକ୍ଷା ବାହିନୀ ଦ୍ୱାରା ପାକିସ୍ତାନ ଉପରେ ହୋଇଥିବା କ୍ଷତିର ଏକ ବିସ୍ତୃତ ବିବରଣୀ ସେୟାର କରିଛନ୍ତି। ନୌସେନା ମୁଖ୍ୟ କହିଛନ୍ତି ଯେ...
ଦେଶ ବିଦେଶପ୍ରଯୁକ୍ତିଭାରତବ୍ରହ୍ମୋସ୍ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣmahabharatanewsDecember 2, 2025 by mahabharatanewsDecember 2, 2025017 ବଢ଼ିଲା ଭାରତୀୟ ସେନାର ଶକ୍ତି । ଭାରତୀୟ ସେନା ବଙ୍ଗୋପସାଗରର ଏକ ପରୀକ୍ଷଣ ପରିସରରେ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ଏକ ଯୁଦ୍ଧ କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳତାର ସହ କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ନିଶ୍ଚିତ...