ଦେଶ ବିଦେଶମନୋରଞ୍ଜନରାଜନୀତିରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି ଅରିଜିତ ସିଂହ!mahabharatanewsJanuary 30, 2026 by mahabharatanewsJanuary 30, 2026012 ପ୍ଲେ ବ୍ୟାକ ସିଙ୍ଗିଂରୁ ଅବସର ଘୋଷଣା ପରେ ଏବେ ରାଜନିତୀରେ ଯୋଡା ଯାଇଛି ଲୋକପ୍ରିୟ କଣ୍ଠଶିଳ୍ପୀ ଅରିଜିତ୍ ସିଂ ଙ୍କ ନାମ । ରିପୋର୍ଟରେ କୁହାଯାଉଛି କି ଅରିଜିତ୍ ନିଜର ରାଜନୈତିକ ଦଳ ଆରମ୍ଭ...
ମନୋରଞ୍ଜନବଲିଉଡରେ ଅଭିନେତ୍ରୀଙ୍କର ଥାଏ ଏକ୍ସପାରୀ ଡେଟ୍…mahabharatanewsJanuary 29, 2026 by mahabharatanewsJanuary 29, 2026012 ଲାଲ ସିଂହ ଚଡ୍ଡାରେ ମା ଭୂମିକାରେ ନଜର ଆସିଥିଲେ ଅଭିନେତ୍ରୀ ମୋନା ସିଂହ । ଯିଏକି ଅଭିନେତା ଅମିର ଖାନଙ୍କ ଠାରୁ ୧୬ ବର୍ଷ ବଡ ହୋଇମଧ୍ୟ ତାଙ୍କ ମା ଚରିତ୍ରରେ ଅବିନୟ କରିଥିଲେ...
ମନୋରଞ୍ଜନସମ୍ପର୍କ ଭାଙ୍ଗିବାକୁ ନେଇ ମୁହଁ ଖୋଲିଲେ ନେହା କକ୍କରmahabharatanewsJanuary 20, 2026 by mahabharatanewsJanuary 20, 2026010 ବଲିଉଡ୍ ଗାୟିକା ନେହା କକ୍କରଙ୍କ ସମସ୍ତ ବିଷୟରୁ ବିରତି ଘୋଷଣା କରିବା ପରେ ତାଙ୍କ ସ୍ୱାମୀ ରୋହନପ୍ରୀତ ସିଂହଙ୍କ ଠାରୁ ଛାଡପତ୍ରର ଗୁଜବ ଉଠିଥିଲା। କିନ୍ତୁ ଏବେ ସେ ତାଙ୍କ ବିବାହ ସମ୍ପର୍କିତ ପରିସ୍ଥିତି...
ଦେଶ ବିଦେଶମନୋରଞ୍ଜନପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଆଶୀର୍ବାଦ ଲୋଡ଼ିଛନ୍ତି ପ୍ରସିଦ୍ଧ ଗାୟକ କୁମାର ସାନୁ…mahabharatanewsJanuary 12, 2026 by mahabharatanewsJanuary 12, 2026013 ବୃନ୍ଦାବନରେ ରହୁଥିବା ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଆଶୀର୍ବାଦ ଲୋଡ଼ିଛନ୍ତି ପ୍ରସିଦ୍ଧ ଗାୟକ କୁମାର ସାନୁ । ସେ ପ୍ରେମାନନ୍ଦଙ୍କ ଆଶ୍ରମରେ ପହଞ୍ଚିଲା ପରେ ହାତ ଯୋଡି ପ୍ରେମାନନ୍ଦ ମହାରାଜଙ୍କୁ କହିଲେ, “ମୁଁ ଆପଣଙ୍କୁ ଦେଖିଛି,...
ଓଡିଶାପର୍ବ ପର୍ବାଣିମନୋରଞ୍ଜନଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପୌର ପରିଷଦ ପକ୍ଷ ରୁ ରହାଗିରି କାର୍ଯ୍ୟକ୍ରମ ଅନୁଷ୍ଟିତmahabharatanewsJanuary 11, 2026 by mahabharatanewsJanuary 11, 2026010 ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ପାଇଁ ପୌରପରିଷଦ ପକ୍ଷରୁ ର।ହ।ଗିରି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ...
ଭାରତମନୋରଞ୍ଜନବିଜୟଙ୍କ ଫିଲ୍ମ ଜନ ନାୟଗନକୁ UA ସାର୍ଟିଫିକେଟ ଦେଲା ମାଡ୍ରାସ ହାଇକୋର୍ଟmahabharatanewsJanuary 9, 2026 by mahabharatanewsJanuary 9, 2026014 ବିଜୟ ଥାଲାପତିଙ୍କ ଫିଲ୍ମ ଜନ ନାୟଗନକୁ UA ସାର୍ଟିଫିକେଟ ଦେଲା ମାଡ୍ରାସ ହାଇକୋର୍ଟ । ମାଡ୍ରାସ ହାଇକୋର୍ଟ ବିଜୟ ଏବଂ ‘ଜନ ନାୟାଗନ’ର ଟିମ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। କୋର୍ଟ ସିବିଏଫସିକୁ ଫିଲ୍ମକୁ...
ମନୋରଞ୍ଜନ୨୫ ବର୍ଷ ପରେ ପୁଣିଥରେ ନାୟକ ସାଜିବେ ଅନିଲ କପୁରmahabharatanewsJanuary 6, 2026 by mahabharatanewsJanuary 6, 202609 ବଲିଉଡର “ଚିରହରିତ” ଅଭିନେତା ଅନିଲ କପୁର ତାଙ୍କ କ୍ୟାରିଅର ମଧ୍ୟରେ ଅନେକ ସ୍ମରଣୀୟ ଅଭିନୟ ଦେଇଛନ୍ତି, କିନ୍ତୁ ତାଙ୍କର ସବୁଠାରୁ ପ୍ରତିଷ୍ଠିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ନାୟକ। 2001 ମସିହାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି...
ମନୋରଞ୍ଜନଏକ ମାସ ପରେ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଚାଲିଛି “ଧୁରନ୍ଧର”mahabharatanewsJanuary 5, 2026 by mahabharatanewsJanuary 5, 2026012 ରଣବୀର ସିଂହଙ୍କ ଫିଲ୍ମ “ଧୁରନ୍ଧର” ପୂରା ଏକ ମାସ ପରେ ମଧ୍ୟ ବକ୍ସ ଅଫିସରେ ଜବରଦସ୍ତ ବ୍ୟବସାୟ କରିଚାଲିଛି। ରବିବାର ଫିଲ୍ମର 31ତମ ଦିନ ଥିଲା, ଏବଂ ଲୋକମାନେ ପ୍ରଶ୍ନ କରୁଥିଲେ ଯେ “ଧୁରନ୍ଧର”...
ଖେଳଭାରତମନୋରଞ୍ଜନ୫ ଘଣ୍ଟାରେ ବିରାଟଙ୍କ ପୋଷ୍ଟକୁ ୬.୬ ମିଲିୟନ ଲାଇକ୍mahabharatanewsJanuary 2, 2026 by mahabharatanewsJanuary 2, 2026010 ନୂଆ ବର୍ଷକୁ ବିରାଟ କୋହଲି ତାଙ୍କ ପରିବାର ସହିତ ପାଳନ କରିଛନ୍ତି। କିଙ୍ଗ କୋହଲି ନୂତନ ବର୍ଷକୁ ଦୁବାଇରେ ପାଳନ କରୁଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ବିରାଟ ଏହାର ଫୋଟୋ ଗୁତିକୁ ସେୟାର...
ଭାରତମନୋରଞ୍ଜନନୂଆବର୍ଷରେ ରିଲିଜ୍ ହୋଇଛି ‘ସ୍ପିରିଟ୍’ ଫିଲ୍ମର ପ୍ରଥମ ପୋଷ୍ଟରmahabharatanewsJanuary 1, 2026 by mahabharatanewsJanuary 1, 2026019 ନୂଆ ବର୍ଷ ଆରମ୍ଭ ହେବା ସହିତ ଚର୍ଚ୍ଚାରେ ଥିବା ‘ସ୍ପିରିଟ୍’ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ୍ ହୋଇଛି । ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭାଙ୍ଗା ପୁଣି ଥରେ ଏକ ନାଟକୀୟ ମୁହୂର୍ତ୍ତ ଘୋଷଣା କରିବା...