ଭାରତମନୋରଞ୍ଜନଉଠିଥିବା ପ୍ରଶ୍ନକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଶେହନାଜ୍ ଗିଲ୍mahabharatanewsMay 10, 2022 by mahabharatanewsMay 10, 20220321 ମୁମ୍ବାଇ : ବଲିଉଡ୍ ଡେବ୍ୟୁକୁ ନେଇ ମୁହଁ ଖୋଲିଲେ ଅଭିନେତ୍ରୀ ଶେହନାଜ୍ ଗିଲ୍ । ସଲମାନ ଖାନ୍ଙ୍କ ସହ ପରଦାରେ ଦେଖା ଯିବେ ଶେହନାଜ୍ ଗିଲ୍ । ଗତ କିଛି ଦିନ ହେବ ଏହା...
ଭାରତମନୋରଞ୍ଜନରିଲିଜ ହେଲା ଅବତାର ଫ୍ରାଞ୍ଚାଇଜ୍ର ଦ୍ୱିତୀୟ ପାର୍ଟmahabharatanewsMay 10, 2022 by mahabharatanewsMay 10, 20220155 ବ୍ୟୁରୋ: ଦୀର୍ଘ ଦିନର ଅପେକ୍ଷା ପରେ ଶେଷରେ ଅବତାର ଫ୍ରାଞ୍ଚାଇଜ୍ର ଦ୍ୱିତୀୟ ପାର୍ଟ ଦର୍ଶକଙ୍କ ସାମ୍ନାକୁ ଆସିଛି। ବହୁ ପ୍ରତୀକ୍ଷିତ ହଲିଉଡ୍ ଫିଲ୍ମ ‘ଅବତାର ୨ ଦ ୱେ ଅଫ୍ ୱାଟର’ର ଧମାକାଦାର ଟିଜର।...
ଭାରତମନୋରଞ୍ଜନହରର ଫିଲ୍ମରେ ନଜର ଆସିବେ ପ୍ରଭାସmahabharatanewsMay 9, 2022 by mahabharatanewsMay 9, 20220285 ମୁମ୍ବାଇ : ସୁପରଷ୍ଟାର ପ୍ରଭାସ ସାଉଥ୍ ସିନେମାର ବ୍ୟସ୍ତବହୁଳ ଅଭିନେତାମାନଙ୍କ ମଧ୍ୟରୁ ଜଣେ। ‘ବାହୁବଳୀ’ ଏବଂ ‘ବାହୁବଳୀ ୨’ ପରେ ତାଙ୍କ ପାଖରେ ପ୍ରୋଜେକ୍ଟର ଲମ୍ବା ଲାଇନ୍ ଲାଗୁଛି। ‘ଆଦିପୁରୁଷ’ ‘ସଲାର’ ଏବଂ ‘ପ୍ରୋଜେକ୍ଟ...
ମନୋରଞ୍ଜନହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ଼ର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀmahabharatanewsMay 2, 2022 by mahabharatanewsMay 2, 20220260 ମୁମ୍ବାଇ) : ହସ୍ପିଟାଲରେ ଭର୍ତ୍ତି ହେଲେ ବଲିଉଡ଼ର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ । ଯାହାକୁ ନେଇ ତାଙ୍କର ସମସ୍ତେ ଚିନ୍ତିତ ହୋଇପଡ଼ିଛନ୍ତି । ତାଙ୍କର ଏକ ଫଟୋ ଏବେ ସୋସିଆଲ ମଡ଼ିଆରେ ଭାଇରାଲ ହେବାରେ...
ଭାରତମନୋରଞ୍ଜନପୁରୁଣା ଫୋଟୋ ପୋଷ୍ଟ କରି ଟ୍ରୋଲ ହେଲେ ନାୟିକା ଟ୍ୱିଙ୍କଲ ଖନ୍ନାmahabharatanewsApril 25, 2022 by mahabharatanewsApril 25, 20220327 ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ପାନ ମସଲାର ବିଜ୍ଞାପନ ଦେଇ ଆସିଥିଲେ ଚର୍ଚ୍ଚାକୁ । ଏମିତିକି ଶେଷରେ ସେ କ୍ଷମା ବି ମାଗିଥିଲେ । ଏକଥା ମନରୁ ପାସୋରି ନ ହେଉଛି ଏବେ...
ମନୋରଞ୍ଜନଅଭିନୟ ଦୁନିଆରେ ପାଦ ଥାପିବେ ସାରା ତେନ୍ଦୁଲକରmahabharatanewsApril 25, 2022April 25, 2022 by mahabharatanewsApril 25, 2022April 25, 20220307 ବ୍ୟୁରୋ : ବଲିଉଡରେ ନୂଆ କରି ପାଦ ଥାପିବାକୁ ଯାଉଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର । ସଦ୍ୟ ସୂଚନାନୁଯାୟୀ ସେ ବଲିଉଡରେ ପ୍ରବେଶ ପାଇଁ ପ୍ରସ୍ତୁତ ହେଉଛନ୍ତି ।...
ମନୋରଞ୍ଜନନାଗା ଚୈତନ୍ୟଙ୍କ ଦ୍ୱିତୀୟ ବିବାହକୁ ନେଇ ଟଲିଉଡରେ ଚର୍ଚ୍ଚା !mahabharatanewsApril 22, 2022 by mahabharatanewsApril 22, 20220367 ବ୍ୟୁରୋ: ସାଉଥର ଅଭିନେତା ଦ୍ୱିତୀୟ ବିବାହ କରିବେ କି ? ସାଉଥର ଚର୍ଚ୍ଚିତ ଯୋଡି ସାମନ୍ଥା ଏବଂ ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ବର୍ତ୍ତମାନ ଦୁହେଁ...
ମନୋରଞ୍ଜନମା’ ହେଲେ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲmahabharatanewsApril 21, 2022 by mahabharatanewsApril 21, 20220401 (ମୁମ୍ବାଇ) : ନିକଟରେ ସାଉଥ୍ ଏବଂ ବଲିଉଡ ଅଭିନେତ୍ରୀ କାଜଲ ଅଗ୍ରୱାଲ ମା’ ହୋଇଛନ୍ତି। ସମ୍ପ୍ରତି, ସେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଯାହାର ନାଁ ସେ ନୀଲ ରଖିଛନ୍ତି।ମା’ ହେବା ପରେ...
ଭାରତମନୋରଞ୍ଜନଆଇଜିଟି ୯ର ବିଜେତା ହେଲେ ଦିବ୍ୟାଂଶୁ ଓ ମନୁରାଜmahabharatanewsApril 18, 2022 by mahabharatanewsApril 18, 20220173 ବ୍ୟୁରୋ : ସୋନି ଟିଭି ବର୍ଷ ବର୍ଷ ଧରି ଲୋକଙ୍କ ମନୋରଞ୍ଜନ କରି ଆସୁଛି । ଆଇଜିଟି ଏକ ପୂରୁଣା କାର୍ଯ୍ୟକ୍ରମ ହୋଇଥିବା ବେଳେ ଏଥିରେ ଦେଶର ବିଭିନ୍ନ ସ୍ଥାନରୁ ଗୃପ୍ ଗୁଡିକ ଆସି...
ମନୋରଞ୍ଜନଆଖି ବୁଜିଲେ ଅଭିନେତ୍ରୀ ମଞ୍ଜୁ ସିଂହmahabharatanewsApril 16, 2022 by mahabharatanewsApril 16, 20220304 (ମୁମ୍ବାଇ) : ପରଲୋକରେ ଭେଟେରାନ ଟିଭି ଉପସ୍ଥାପିକା ତଥା ଅଭିନେତ୍ରୀ ମଞ୍ଜୁ ସିଂହ । ଗୀତିକାର ତଥା ଗାୟକ ସ୍ୱାନନ୍ଦ କିରକିରେ ଟ୍ୱିଟ୍ କରି ତାଙ୍କ ଦେହାନ୍ତ ବିଷୟରେ ସୂଚନା ଦେଇଛନ୍ତି। मंजू सिंह...