ମାନସିକ ପୁରଣ ହେବା ପରେ ମୁଣ୍ଡନ ହୋଇ ଓ ଅମୃତଭୋଗ ଅର୍ପଣ କରୁଛନ୍ତି ଭକ୍ତ
ଗଜପତି ଜିଲ୍ଲା ରାୟଗଡ ବ୍ଲକ ଅଧିନସ୍ଥ ଜିରାଙ୍ଗ ବଳଦେବଜୀଉ ମନ୍ଦିରରେ ହେରାପଞ୍ଚମୀ ଭିନ୍ନ ଏକ ପରମ୍ପରା ପାଳନ ହେଉଥିବାର ଦେଖିବାକୁ ମିଳିଛି। ଜିରାଙ୍ଗ ବଳଦେବଜୀଉଙ୍କ ମନ୍ଦିରରେ ହେରାପଞ୍ଚମୀ ନୀତି ପାଳିତ ହୋଇଯାଇଛି। ଏହି ନୀତି...
