ଭାରତମନୋରଞ୍ଜନରଣବୀର ସିଂହଙ୍କ “ଧୁରନ୍ଧର”ର ଟ୍ରେଲର ହେଲା ରିଲିଜmahabharatanewsNovember 19, 2025 by mahabharatanewsNovember 19, 2025047 ରଣବୀର ସିଂଙ୍କ ବଡ଼ ପ୍ରତ୍ୟାବର୍ତ୍ତନ, ମୁମ୍ବାଇରେ ଏକ କାର୍ୟ୍ୟକ୍ରମରେ ନିର୍ମାତାଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି ଧୁରନ୍ଧରର ଟ୍ରେଲର । ସ୍ପାଏ ଥ୍ରୀଲର ଆକ୍ସନ, ତୀବ୍ରତା ଏବଂ ସଂଗୀତ ନିଶ୍ଚିତ ଭାବରେ ପ୍ରଶଂସକମାନଙ୍କୁ ପ୍ରଭାବିତ କରିଥିବା ପରି...
ଖେଳଦେଶ ବିଦେଶମନୋରଞ୍ଜନନଭେମ୍ବର ୨୩ରେ ପଲାଶ ମୁଚାଲଙ୍କୁ ବିବାହ କରିବେ ସ୍ମୃତି ମନ୍ଧାନାmahabharatanewsNovember 18, 2025 by mahabharatanewsNovember 18, 2025036 ମହିଳା ଟିମ୍ ଇଣ୍ଡିଆର ପ୍ରଥମ ବିଶ୍ୱ ଚାମ୍ପିଅନସିପରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଷ୍ଟାର ଓପନର ସ୍ମୃତି ମନ୍ଧାନା ଖୁବଶୀଘ୍ର ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଭାରତୀୟ ମହିଳା କ୍ରିକେଟ ଦଳର...
ଓଡିଶାମନୋରଞ୍ଜନବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ ମେହେରmahabharatanewsNovember 18, 2025 by mahabharatanewsNovember 18, 2025049 ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ କଂସ ଭୂମିକାରେ ଅଭିନୟ କରିବେ ସୁଶୀଲ ମେହେର । ୩ ବର୍ଷ ପାଇଁ କଂସ ଭୂମିକାରେ ଅଭିନୟ କରିବେ ବରଗଡ଼ ଜିଲ୍ଲା ଭେଡେନ ବ୍ଲକ ଚିଚିଣ୍ତା...
ଭାରତମନୋରଞ୍ଜନବିଜୟ ଦେବରକୋଣ୍ଡାଙ୍କ ପୂର୍ବରୁ ଏହି ଅଭିନେତାଙ୍କ ସହ ହୋଇଥିଲା ରଶ୍ମିକାଙ୍କ ନିର୍ବନ୍ଧ……mahabharatanewsNovember 16, 2025 by mahabharatanewsNovember 16, 2025051 ନିଜର ଅଭିନୟ ଏବଂ ବ୍ୟକ୍ତିତ୍ୱ ସହିତ ସାଉଥରୁ ବଲିଉଡ ପର୍ୟ୍ୟନ୍ତ ହୃଦୟ ଜିତିଥିବା ରଶ୍ମିକା ମନ୍ଦାନା ସବୁବେଳେ ଖବରର ଶିରୋନାମାରେ ଥାଆନ୍ତି। ତାଙ୍କ ଫିଲ୍ମ ସହିତ, ତାଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବହୁତ ଆକର୍ଷଣର...
ଓଡିଶାମନୋରଞ୍ଜନରବିବାର ରୁ ଅନୁଷ୍ଠିତ ହେବାକୁ ଯାଉଛି ଷ୍ଟ୍ରିଟ୍ କାର୍ଣ୍ଣିଭାଲ ବା ରାସ୍ତା ପାର୍ଶ୍ୱ ମେଳାmahabharatanewsNovember 15, 2025 by mahabharatanewsNovember 15, 2025054 ଭୁବନେଶ୍ୱରବାସିଙ୍କ ପାଇଁ ଖୁସି ଖବର । ଆସନ୍ତା ୧୬ ତାରିଖ (ରବିବାର) ଦିନ ଅନୁଷ୍ଠିତ ହେବାକୁ ଯାଉଛି ଷ୍ଟ୍ରିଟ୍ କାର୍ଣ୍ଣିଭାଲ ବା ରାସ୍ତା ପାର୍ଶ୍ୱ ମେଳା । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆର୍କିଟେକ୍ଟ ଓ...
ଭାରତମନୋରଞ୍ଜନମେଡିକାଲରୁ ସୁସ୍ଥ ହୋଇ ଘରକୁ ଫେରିଲେ ଧର୍ମେନ୍ଦ୍ରmahabharatanewsNovember 12, 2025 by mahabharatanewsNovember 12, 2025062 ସୁସ୍ଥ ହୋଇ ଘରକୁ ଫେରିଲେ ଧର୍ମେନ୍ଦ୍ର । ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ଧର୍ମେନ୍ଦ୍ର । ଜୀବନ ପାଇଁ ଏତେ ଦିନର ସଂଘର୍ଷ ପରେ ହି-ମ୍ୟାନ୍ ଘରକୁ ଫେରିଛନ୍ତି । ଧର୍ମେନ୍ଦ୍ରଙ୍କ...
ଓଡିଶାମନୋରଞ୍ଜନଡ଼ିସେମ୍ବର ୨୪ତାରିଖରୁ ଆରମ୍ଭ ହେବ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାmahabharatanewsNovember 12, 2025 by mahabharatanewsNovember 12, 2025054 ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ । ଦୀର୍ଘ ୧୧ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ...
ଓଡିଶାମନୋରଞ୍ଜନଆଉ ଗୋଟିଏ ଦିନ ବୃଦ୍ଧି ହେଲା କଟକ ବାଲିଯାତ୍ରାର ଅବଧିmahabharatanewsNovember 12, 2025 by mahabharatanewsNovember 12, 2025060 କଟକ ବାଲିଯାତ୍ରାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ବଢିଲା କଟକ ବାଲିଯାତ୍ରାର ଅବଧି । ବିଶ୍ୱପ୍ରସିଦ୍ଧ କଟକ ବାଲିଯାତ୍ରାର ଅବଧି ଆଉ ଗୋଟିଏ ଦିନ ବୃଦ୍ଧି ହୋଇଛି । ବାଲିଯାତ୍ରାର ଅବଧି ବୃଦ୍ଧି...
ଦେଶ ବିଦେଶଭାରତମନୋରଞ୍ଜନବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ମୁମ୍ବାଇ ହସ୍ପିଟାଲରେ ଭର୍ତ୍ତିmahabharatanewsNovember 12, 2025 by mahabharatanewsNovember 12, 2025064 ବଲିଉଡ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ବଲିଉଡର ପ୍ରସିଦ୍ଧ ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ଖରାପ ହୋଇଛି। ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଗଲା...
ମନୋରଞ୍ଜନପରିବାର ଏବଂ ଗୋପନୀୟତା ପ୍ରତି ପୂର୍ଣ୍ଣ ସମ୍ମାନ ବଜାୟ ରଖିବାକୁ ଅନୁରୋଧmahabharatanewsNovember 11, 2025 by mahabharatanewsNovember 11, 2025063 ଧର୍ମେନ୍ଦ୍ରଙ୍କ ମୃତୁ୍ୟ ଗୁଜବ ଉପରେ ମୁହଁ ଖୋଲିଲେ ଦ୍ୱିତୀୟ ପତ୍ନୀ ହେମାମାଳିନୀ । ନିଜ ସୋସିଆଲ ମିଡିଆରେ ଗୁଜବ ପ୍ରଚାର ନକରିବା ପାଇଁ ଅନୁରୋଧ କରିଛନ୍ତି । ପୋଷ୍ଟରେ କହିଛନ୍ତି ଯେ, “ସେ (ଧର୍ମେନ୍ଦ୍ର)...